ETV Bharat / sports

ଚହଲଙ୍କ ବିଶ୍ବାସ, ବିରାଟ ଦେବେ RCBକୁ ପ୍ରଥମ IPL ଟ୍ରଫି - RCB IPL title

ଆରସିବି ଏଯାବତ ଗୋଟିଏ ବି ଆଇପିଏଲ ଟ୍ରଫି ଜିତିପାରିନାହିଁ । ମାତ୍ର IPL ୨୦୨୧ରେ ଟିମର ପ୍ରଦର୍ଶନ ପ୍ରଥମ ଟାଇଟେଲ ବିଜୟର ଆଶା ଦେଇଛି । ଅଧିକ ପଢନ୍ତୁ...

Virat kohli will take RCB to maiden IPL title this time: Chahal
ଚହଲଙ୍କ ବିଶ୍ବାସ, ବିରାଟ ଦେବେ ଆରସିବିକୁ ପ୍ରଥମ ଆଇପିଏଲ ଟ୍ରଫି
author img

By

Published : Sep 20, 2021, 5:14 PM IST

Updated : Sep 20, 2021, 5:21 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୧ ସଂସ୍କରଣ ପରେ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର କ୍ୟାପଟେନ ପଦ ଛାଡିବା ଖବର ଅନେକ କ୍ରିକେଟ ଫ୍ୟାନ୍ସଙ୍କୁ ଚକିତ କରିଛି । ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟରେ RCBର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଏହି ଘୋଷଣା କରିଛନ୍ତି କୋହଲି । ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ବାଙ୍ଗାଲୋର ।

ଆରସିବି ଏଯାବତ ଗୋଟିଏ ବି ଆଇପିଏଲ ଟ୍ରଫି ଜିତିପାରିନାହିଁ । ମାତ୍ର IPL ୨୦୨୧ରେ ଟିମର ପ୍ରଦର୍ଶନ ପ୍ରଥମ ଟାଇଟେଲ ବିଜୟର ଆଶା ଦେଇଛି । ଏଯାବତ ଖେଳିଥିବା ୭ଟି ମ୍ୟାଚରୁ ୧୦ ପଏଣ୍ଟ ହାସଲ କରି CSK ଓ DC ପଛକୁ ତାଲିକାର ତୃତୀୟ ସ୍ଥାନରେ ରହିଛି ବାଙ୍ଗାଲୋର ।

ତେବେ ଚଳିତ ଥର ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଆଇପିଏଲ ଟାଇଟେଲ ଜିତିବା ନେଇ ଦୃଢ ଆଶାବାଦୀ ଥିବା କହିଛନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜଭେନ୍ଦ୍ର ଚହଲ । ବିଜୟ ଧାରା ବଜାୟ ରଖିବାକୁ ଟିମର ଲକ୍ଷ୍ୟ ରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଟିମ ଭଲ ପ୍ରଦର୍ଶନ ସହିତ ଗୁରୁତ୍ବପୂର୍ଣ୍ଣ ୧୦ ପଏଣ୍ଟ ହାସଲ କରିଛି । ବାକିଥିବା ମ୍ୟାଚରେ ମଧ୍ୟ ବିଜୟ ଲକ୍ଷ୍ୟ ନେଇ RCB ଖେଳିବା ବୋଲି ଚହଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2021, 5:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.