ଦୁବାଇ: ଆଇପିଏଲ ୨୦୨୧ର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଅର୍ଥାତ ୫୬ତମ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି RCB କ୍ୟାପଟେନ ବିରାଟ କୋହଲି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ।
-
#RCB have won the toss and they will bowl first against #DelhiCapitals.
— IndianPremierLeague (@IPL) October 8, 2021 " class="align-text-top noRightClick twitterSection" data="
Live - https://t.co/rjuPrt7Rqt #RCBvDC #VIVOIPL pic.twitter.com/mjTcu4ZLfU
">#RCB have won the toss and they will bowl first against #DelhiCapitals.
— IndianPremierLeague (@IPL) October 8, 2021
Live - https://t.co/rjuPrt7Rqt #RCBvDC #VIVOIPL pic.twitter.com/mjTcu4ZLfU#RCB have won the toss and they will bowl first against #DelhiCapitals.
— IndianPremierLeague (@IPL) October 8, 2021
Live - https://t.co/rjuPrt7Rqt #RCBvDC #VIVOIPL pic.twitter.com/mjTcu4ZLfU
ଦୁଇ ଟିମ ପ୍ଲେ-ଅଫ୍ରେ ସ୍ଥାନ ପକା କରିସାରିଥିବାବେଳେ, ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିବାକୁ RCB ବଡ ବିଜୟ ଆବଶ୍ୟକ କରୁଛି ।
ଚୂଡାନ୍ତ ଏକାଦଶ:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଦିକ୍କଲ, କେଏଲ ଭାରତ(ୱିକେଟ କିପର), ଗ୍ଳେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ଏସ ଅହମ୍ମଦ, ଡାନିଏଲ ଖ୍ରୀଷ୍ଟିଆନ, ଜି ଗାର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।
ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ, ପୃଥ୍ବୀ ଶ, ଋଷଭ ପନ୍ତ(କ୍ୟାପଟେନ/ୱିକେଟ କିପର), ରିପଲ ପଟେଲ, ସିମ୍ରନ ହେଟମେୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବିଡା, ଅଭେଶ ଖାନ, ଆନରିଚ ନର୍କିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ