ETV Bharat / sports

IPL 2022: ଟସ୍‌ ଜିତିଲା ଲକ୍ଷ୍ନୌ, ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ - ଆଇପିଏଲ ୨୦୨୨ ନ୍ୟୁଜ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ଟୁର୍ଣ୍ଣାମେଣ୍ଟର ସପ୍ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(LSG) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଲକ୍ଷ୍ନୌ କ୍ୟାପଟେନ୍‌ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଅଧିକ ପଢନ୍ତୁ

IPL 2022: Super giants won the toss chose to bowl against csk
IPL 2022: ଟସ୍‌ ଜିତିଲା ଲକ୍ଷ୍ନୌ, ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Mar 31, 2022, 7:14 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ଟୁର୍ଣ୍ଣାମେଣ୍ଟର ସପ୍ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(LSG) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଲକ୍ଷ୍ନୌ କ୍ୟାପଟେନ୍‌ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମ ବ୍ୟାଟିଂ କରିବ ଚେନ୍ନାଇ । ବ୍ରାବୋର୍ନୋ ଷ୍ଟାଡିୟମ ମୁମ୍ବାଇରେ ଏହି ମୁକାବିଲା ଖେଳାଯାଉଛି । ଚେନ୍ନାଇ ଓ ଲକ୍ଷ୍ନୌ ସେମାନଙ୍କର ପ୍ରଥମ ମୁକାବିଲାରେ ପରାସ୍ତ ହୋଇସାରିଥିବାରୁ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।

ଚୁଡାନ୍ତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ରବିନ ଉଥାପ୍ପା, ମୋଇଲ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍‌), ଶିବମ ଦୁବେ, ଡ୍ବାଇନ ବ୍ରାଭୋ, ଡ୍ବାଇନ ପ୍ରିଟୋରିସ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ: କେଏଲ ରାହୁଲ(କ୍ୟାପଟେନ୍‌), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ଇଭିନ ଲୁଇସ, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, ଅୟୁଷ ବାଦୋନି, କ୍ରୁଣାଳ ପାଣ୍ଡ୍ୟା, ଦୁଷ୍ମନ୍ତ ଚାମୀରା, ଆଣ୍ଡ୍ରିୟୁ ଟାଏ, ରବି ବିଷ୍ଣୋଇ, ଅଭେଶ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.