ETV Bharat / sports

IPL 2022: ଗୁଜୁରାଟ ବିପକ୍ଷରେ ଟସ୍‌ ଜିତିଲା ରାଜସ୍ଥାନ - ଆଇପିଏଲ ୨୦୨୨ ନ୍ୟୁଜ

ଆଇପିଏଲ ୨୦୨୨ର ୨୪ତମ ମୁକାବିଲାରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

IPL 2022: Rajasthan Royals won the toss elect to bowl against Gujrat Titans
IPL 2022: ଗୁଜୁରାଟ ବିପକ୍ଷରେ ଟସ୍‌ ଜିତିଲା ରାଜସ୍ଥାନ
author img

By

Published : Apr 14, 2022, 7:08 PM IST

Updated : Apr 14, 2022, 7:56 PM IST

ମୁମ୍ବାଇ: ଆଇପିଏଲ ୨୦୨୨ର ୨୪ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଗୁଜୁରାଟ । ଗୁଜରାଟ ଟାଇଟନ୍ସ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିବାବେଳେ ରାଜସ୍ଥାନ ଗୋଟିଏ ପରିବର୍ତ୍ତନ କରିଛି । ଦର୍ଶନ ନାଲକାଣ୍ଡେ ଓ ସାଇ ସୁଦର୍ଶନଙ୍କ ସ୍ଥାନରେ ୟଶ ଦୟାଲ ଓ ବିଜୟ ଶଙ୍କରଙ୍କୁ ଟିମରେ ସାମିଲ କରିଛି ଗୁଜରାଟ ଟାଇଟନ୍ସ । ସେହିପରି ରାଜସ୍ଥାନ ସାମାନ୍ୟ ଆହତ ଥିବା ଟ୍ରେଣ୍ଟ ବୋଲ୍ଟଙ୍କ ସ୍ଥାନରେ ଜିମି ନିଶାମଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି ।

ରାଜସ୍ଥାନ ରୟାଲ୍ସ: ଜସ ବଟଲର, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ରସି ଭାନ ଡର ଡସନ, ସିମ୍ରନ ହେଟମେୟର, ରବିଚନ୍ଦ୍ରନ ଅଶ୍ବିନ, ରିୟାନ ପରାଗ, ଜେମ୍ସ ନୀଶାମ, କୁଲଦୀପ ସେନ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌, ମାଥ୍ୟୁ ୱେଡ୍‌(ୱିକେଟ କିପର), ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ରାହୁଲ ତେୱାତିଆ, ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟୁଜଭେନ୍ଦ୍ର ଚହଲ, ଏ ମନୋହର, ଡେଭିଡ ମିଲର ।

Last Updated : Apr 14, 2022, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.