ETV Bharat / sports

IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ଲକ୍ଷ୍ନୌ

ଟସ୍‌ ଜିତି ଲକ୍ଷ୍ନୌ କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ । ଅଧିକ ପଢନ୍ତୁ

IPL 2022:  Lucknow Super Giants opt to bowl against Rajasthan Royals
IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ଲକ୍ଷ୍ନୌ
author img

By

Published : Apr 10, 2022, 7:30 PM IST

ମୁମ୍ବାଇ: ଆଇପିଏଲ ୨୦୨୨ର ୨୦ତମ ମ୍ୟାଚ୍‌ କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ଓ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ୱାଙ୍ଖେଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ରହିଛି । ଟସ୍‌ ଜିତି ଲକ୍ଷ୍ନୌ କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।

ଚୂଡାନ୍ତ ଏକାଦଶ: ଜସ ବଟଲର, ରସି ଭାନ ଡର୍‌ ଡୁସେନ, ଦେବଦତ୍ତ ପାଦିକ୍କଲ, ସଞ୍ଜୁ ସାମସନ(ୱିକେଟ କିପର/କ୍ୟାପଟେନ୍‌), ସିମ୍ରନ ହେଟମେୟର, ରିୟାନ ପରାଗ, କୁଲଦୀପ ସେନ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ: କେଏଲ ରାହୁଲ(କ୍ୟାପଟେନ୍‌), କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ମାର୍କସ ଷ୍ଟୋଇନିସ, ଦୀପକ ହୁଡ୍ଡା, ଆୟୁଷ ବଦୋନି, କ୍ରୁଣାଳ ପାଣ୍ଡ୍ୟା, ଜେସନ ହୋଲ୍ଡର, କ୍ରୀଷ୍ଣାପ୍ପା ଗୌତମ, ଦୁଷ୍ମନ୍ତ ଚାମୀରା, ରବି ବିଷ୍ଣୋଇ, ଅଭେଶ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.