ETV Bharat / sports

IPL 2022: ସନରାଇଜର୍ସ ସାମ୍ନାରେ ଟାର୍ଗେଟ ୧୬୩ ରଖିଲା ଟାଇଟନ୍ସ

author img

By

Published : Apr 11, 2022, 9:24 PM IST

Updated : Apr 11, 2022, 10:03 PM IST

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଛି । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Gujarat Titans set a target of 163 against Sunrisers Hyderabad
IPL 2022: ସନରାଇଜର୍ସ ସାମ୍ନାରେ ଟାର୍ଗେଟ ୧୬୩ ରଖିଲା ଟାଇଟନ୍ସ

ମୁମ୍ବାଇ: ଆଇପିଏଲ ୨୦୨୨ର ୨୧ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଛି । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

Innings Break!

50* from the Skipper propels @gujarat_titans to a total of 162/7 on the board.

Scorecard - https://t.co/phXicAbLCE #SRHvGT #TATAIPL pic.twitter.com/YEc9CTCgOH

— IndianPremierLeague (@IPL) April 11, 2022 ">

ଟାଇଟନ୍ସ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୪୨ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ପାଣ୍ଡ୍ୟା । ଅଭିନବ ମନୋହର ୨୧ ବଲ୍‌ରୁ ଦ୍ରୁତ ୩୫ ରନ୍‌ର ଇଂନିସ ଖେଳିଛନ୍ତି । ଓପନର ମାଥ୍ୟୁ ୱେଡ୍‌ ୧୯ ଓ ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ରେ ଆଉଟ୍‌ ହୋଇ ଶୀଘ୍ର ପାଭିଲିଅନ ଫେରିଛନ୍ତି । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ଭୁବନେଶ୍ବର କୁମାର ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ମାର୍କୋ ଜାନସେନ ଓ ଉରମାନ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ମୁମ୍ବାଇ: ଆଇପିଏଲ ୨୦୨୨ର ୨୧ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଛି । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଟାଇଟନ୍ସ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୪୨ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ପାଣ୍ଡ୍ୟା । ଅଭିନବ ମନୋହର ୨୧ ବଲ୍‌ରୁ ଦ୍ରୁତ ୩୫ ରନ୍‌ର ଇଂନିସ ଖେଳିଛନ୍ତି । ଓପନର ମାଥ୍ୟୁ ୱେଡ୍‌ ୧୯ ଓ ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ରେ ଆଉଟ୍‌ ହୋଇ ଶୀଘ୍ର ପାଭିଲିଅନ ଫେରିଛନ୍ତି । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ଭୁବନେଶ୍ବର କୁମାର ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ମାର୍କୋ ଜାନସେନ ଓ ଉରମାନ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

Last Updated : Apr 11, 2022, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.