ETV Bharat / sports

ହାଇଦ୍ରାବାଦ ଆଗରେ 188 ରନର ଟାର୍ଗେଟ - କେକେଆର ଏବଂ ଏସଏଚଆର ମ୍ୟାଚ୍

ନୀତିଶ ରାଣାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ହାଇଦ୍ରାବାଦକୁ 188 ରନର ଟାର୍ଗେଟ ଦେଲା କୋଲକାତା । ଅଧିକ ପଢନ୍ତୁ....

ହାଇଦ୍ରାବାଦ ଆଗରେ 188 ରନର ଟାର୍ଗେଟ
ହାଇଦ୍ରାବାଦ ଆଗରେ 188 ରନର ଟାର୍ଗେଟ
author img

By

Published : Apr 11, 2021, 9:41 PM IST

ଚେନ୍ନାଇ: ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟ ହରାଇ 188 ରନର ଟାର୍ଗେଟ ଦେଲା କେକେଆର । ନୀତିଶ ରାଣା ଏବଂ ରାହୁଲ ତ୍ରିପାଠୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଲମ୍ବା ଇନିଂସର ଟାର୍ଗେଟ ଦେଇଛି କେକେଆର ।

ତେବେ ପ୍ରଥମେ ଓପନିଂ କରି ରାଣା 56 ବଲରେ ଧୂଆଁଧାର 80 ରନ୍ କରି ଥିବାବେଳେ 29 ବଲରେ 53 ରନ୍ କରିଛନ୍ତି ତ୍ରିପାଠୀ । ସେହିପରି ଦୀନେଶ କାର୍ତ୍ତିକ 9 ବଲରେ 22 ରନ କରି ନଟ୍ ଆଉଟ୍ ରହି ଥିବାବେଳେ ଶୁବମ ଗିଲ୍ 13 ବଲରେ 15, ଆଣ୍ଡେର ରସେଲ 5 ବଲରେ 5, ଇଅନ ମୋର୍ଗାନ 3 ବଲରେ 2 ଏବଂ ସାକିବ ଅଲ ହସନ 5 ବଲରେ 3 ରନ୍ କରି ପାଭିଲିୟନ ଫେରି ଯାଇଛନ୍ତି ।

ତେବେ 188 ରନର ଟାର୍ଗେଟକୁ ଅତିକ୍ରମ କରି ପ୍ରଥମ ମ୍ୟାଚର ବିଜୟ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.