ETV Bharat / sports

IPL 2021: ଟସ୍‌ ଜିତିଲେ ଧୋନି, ସନରାଇଜର୍ସକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2021: Chennai Super Kings opt to bowl against SRH
IPL 2021: ଟସ୍‌ ଜିତିଲେ ଧୋନି, ସନରାଇଜର୍ସକୁ ବ୍ୟାଟିଂ ଆମନ୍ତ୍ରଣ
author img

By

Published : Sep 30, 2021, 7:27 PM IST

Updated : Sep 30, 2021, 7:34 PM IST

ଶାରଜାହ: ଆଇପିଏଲ ୨୦୨୧ର ୪୪ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଓ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ, ଶେଷ ତଥା ଅଷ୍ଟମ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ ।

ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିସାରିଥିବା ସନରାଇଜର୍ସ ଯୁବ ଖେଳାଳିଙ୍କୁ ସୁଯୋଗ ଦେବ କହିଛନ୍ତି କୋଚ୍‌ ଟ୍ରେଭର ବେଲିସ । ଫଳରେ CSKର ବିଜୟ ରଥକୁ ରୋକିବାକୁ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ପାଇଁ ସହଜ ହୋଇନପାରେ ।

ଚୂଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ୍‌ ଡୁପ୍ଲେସିସ, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି(କ୍ୟାପେଟନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍‌ ।

ସନରାଇଜର୍ସ ହାଇଦ୍ରାବାଦ: ଜେସନ ରୟ, ରିଦ୍ଧିମାନ ଶାହା(ୱିକେଟ କିପର), କେନ ୱିଲିୟମସନ(କ୍ୟାପଟେନ୍‌), ପ୍ରିୟମ ଗର୍ଗ, ଅଭିଶେକ ଶର୍ମା, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2021, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.