ETV Bharat / sports

IPL 2021: ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ - ରୋହିତ ଶର୍ମା

ମୁମ୍ବାଇ ଇଣ୍ଡିଆନ ମିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ସହ କିରଣ ପୋଲାର୍ଡଙ୍କୁ କ୍ୟାପଟେନ ଭାର ନ୍ୟସ୍ତ କରିଛି । ଅଧିକ ପଢନ୍ତୁ...

ipl 2021: Chennai Super Kings opt to bat against MI
IPL 2021: ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
author img

By

Published : Sep 19, 2021, 7:38 PM IST

Updated : Sep 19, 2021, 9:01 PM IST

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମ ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି CSK କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ।

ମୁମ୍ବାଇ ଇଣ୍ଡିଆନ ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ସହ କିରଣ ପୋଲାର୍ଡଙ୍କୁ କ୍ୟାପଟେନ ଭାର ନ୍ୟସ୍ତ କରିଛି । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଚୁଡାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଛି । ଅନମୋଲପ୍ରୀତ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଛନ୍ତି ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ ଡୁ ପ୍ଲେସିସ, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର ଓ ଜସ ହେଜେଲଉଡ୍‌ ।

ମୁମ୍ବାଇ ଇଣ୍ଡିଆନ୍ସ: କ୍ବିଣ୍ଟନ ଡିକକ୍‌, ଇଶାନ କିଶନ, ଅନମୋଲପ୍ରୀତ ସିଂହ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କ୍ରୁଣାଣ ପାଣ୍ଡ୍ୟା, କିରଣ ପୋଲାର୍ଡ, ଏ ମିଲନେ, ରାହୁଲ ଚହର, ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 9:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.