ETV Bharat / sports

ଆଇପିଏଲ 2021 ନିଲାମ: କିଣାହେଲେନି ହରଭଜନ, ମୁମ୍ବାଇ କ୍ୟାମ୍ପରେ ପୀୟୁଷ ଚାୱଲା

author img

By

Published : Feb 18, 2021, 6:47 PM IST

ଚଳିତ ଆଇପିଏଲ ନିଲାମରେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ କୌଣସି ଖେଳାଳି କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । ଅଧିକ ପଢନ୍ତୁ...

IPL 2021 Auction: Harbhajan goes unsold, Mumbai bags Piyush Chawla
ଆଇପିଏଲ 2021 ନିଲାମ: କିଣାହେଲେନି ହରଭଜନ, ମୁମ୍ବାଇ କ୍ୟାମ୍ପରେ ପିୟୁସ ଚାୱଲା

ଚେନ୍ନାଇ: ଚଳିତ ଆଇପିଏଲ ନିଲାମରେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ କୌଣସି ଖେଳାଳି କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।

ଅନ୍ୟପଟେ ପୀୟୁଷ ଚାୱଲାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 2.4 କୋଟିରେ କିଣିଛି । 1.5 କୋଟି ବେସ୍‌ ପ୍ରାଇସ ଥିବା ଇଂଲଣ୍ଡର ଆଦିଲ ରସିଦଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାଁନ୍ତି । ସେହିପରି ଆଫଗାନିସ୍ତାନର ମୁଜୀବ-ଅର-ରେହମାନ ଓ ଭାରତୀୟ ସ୍ପିନର ରାହୁଲ ଶର୍ମାଙ୍କୁ ମଧ୍ୟ କେହି କିଣିନାହାଁନ୍ତି ।

ପୂର୍ବରୁ ଗ୍ଲେନ ମାକ୍ସୱେଲ 14.25 କୋଟି, କ୍ରିସ ମୋରିସ 16.25 କୋଟି ଓ ଜୋଏ ରିଚାର୍ଡସନ 14 କୋଟିରେ କିଣାହେବା ହେବା ସହ ଚଳିତ ନିଲାମ ପ୍ରକ୍ରିୟାର ମହଙ୍ଗା ଖେଳାଳି ହୋଇଛନ୍ତି ।

ମାକ୍ସୱେଲଙ୍କୁ ଆରସିବି କିଣିଥିବାବେଳେ, ମୋରିସ ଓ ରିଚାର୍ଡସନଙ୍କୁ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ କିଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.