ETV Bharat / sports

IPL 2022 Qualifier1 : ଟସ୍‌ ଜିତିଲେ ପାଣ୍ଡ୍ୟା, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ

ଇଡେନଗାର୍ଡେନରେ ଖେଳାଯାଉଛି IPL 2022ର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ଅଧିକ ପଢ଼ନ୍ତୁ

IPL 2022 Qualifier1 : ଟସ୍‌ ଜିତିଲେ ପାଣ୍ଡ୍ୟା, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ
IPL 2022 Qualifier1 : ଟସ୍‌ ଜିତିଲେ ପାଣ୍ଡ୍ୟା, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ
author img

By

Published : May 24, 2022, 7:12 PM IST

Updated : May 24, 2022, 8:06 PM IST

କୋଲକାତା: ଇଡେନଗାର୍ଡେନରେ ଖେଳାଯାଉଛି IPL 2022ର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି ।

ଆଜିର ମ୍ୟାଚ୍‌ରେ ବିଜୟୀ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ପରାଜିତ ଦଳ ପୁନଃ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ । ଆଜିର ମ୍ୟାଚ୍‌ ପାଇଁ ଗୁଜୁରାଟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବାବେଳେ ଅପରିବର୍ତ୍ତିତ ଦଳ ସହ ମୈଦାନକୁ ଓହ୍ଲାଇଛି ରାଜସ୍ଥାନ । ଗୁଜୁରାଟ ଦଳରେ ଲକି ଫର୍ଗୁସନଙ୍କ ସ୍ଥାନରେ ଅଲଜାରୀ ଜୋସେଫଙ୍କୁ ସାମିଲ କରାଯାଇଛି ।

ଚୂଡ଼ାନ୍ତ ଏକାଦଶ

ରାଜସ୍ଥାନ ରୟାଲ୍ସ

ଯଶସ୍ବୀ ଜୈଶୱାଲ, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପାଦିକ୍କଲ୍, ରବିଚନ୍ଦ୍ରନ୍ ଅଶ୍ବିନ, ଶିମ୍ରୋନ୍ ହେଟମାୟର, ରିୟାନ୍ ପରାଗ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣ, ୟୁଜିବେନ୍ଦ୍ର ଚହଲ, ଓବେଡ ମ୍ୟାକ୍‌କଏ

ଗୁୁଜୁରାଟ ଟାଇଟନ୍ସ

ରିଦ୍ଧିମାନ ସାହା, ଶୁଭମନ୍‌ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱତିଆ, ରାସିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ୟଶ ଦୟାଲ, ଅଲଜାରୀ ଜୋସେଫ, ମହମ୍ମଦ ଶାମି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2022, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.