ETV Bharat / sports

IPL 2022 Auction: ଅଣ୍ଡର-19 କ୍ୟାପ୍ଟେନ ୟଶ ଧୂଲଙ୍କୁ କିଣିଲା ଦିଲ୍ଲୀ

author img

By

Published : Feb 13, 2022, 4:10 PM IST

IPL 2022 ନିଲାମୀରେ ଅଣ୍ଡର-19 ଖେଳାଳୀ । ଚଳିତ ବିଶ୍ବକପରେ ଚର୍ଚ୍ଚାରେ ଥିବା କ୍ୟାପ୍ଟେନ ତଥା ସ୍କିପର ୟଶ ଧୂଲଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals) ।

IPL 2022 Auction: ଅଣ୍ଡର-19 କ୍ୟାପ୍ଟେନ ୟଶ ଧୂଲଙ୍କୁ କିଣିଲା ଦିଲ୍ଲୀ
IPL 2022 Auction: ଅଣ୍ଡର-19 କ୍ୟାପ୍ଟେନ ୟଶ ଧୂଲଙ୍କୁ କିଣିଲା ଦିଲ୍ଲୀ

ବେଙ୍ଗାଲୁରୁ: IPL 2022 ନିଲାମୀରେ ଅଣ୍ଡର-19 ଖେଳାଳୀ । ଏଥର IPL ରେ ନଜର ଆସିବେ ଅଣ୍ଡର 19 ସୁପର ଷ୍ଟାର ୟଶ ଧୂଲ । ଚଳିତ ବିଶ୍ବକପରେ ଚର୍ଚ୍ଚାରେ ଥିବା କ୍ୟାପ୍ଟେନ ତଥା ସ୍କିପର ୟଶ ଧୂଲଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals) । ୟଶଙ୍କୁ 50 ଲକ୍ଷରେ ଦିଲ୍ଲୀ କିଣିଥିବା ସୂଚନା ।

ଚାଲିଛି ଚଳିତ IPL 2022 ସିଜନର ନିଲାମୀ ପ୍ରକ୍ରିୟା । ଦ୍ବିତୀୟ ଦିନର ନିଲାମୀରେ ବିକ୍ରି ହୋଇଛନ୍ତି ଅଣ୍ଡର 19 ଷ୍ଟାର ୟଶ ଧୂଲ । ସେପଟେ ପ୍ରଥମ ଦିନରେ ୟଙ୍ଗ ଷ୍ଟାର ଇଶାନ କିଶାନ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇ ଥିବାବେଳେ ଦ୍ବିତୀୟ ଦିନର ଖବର ଲେଖା ହେବା ସୁଦ୍ଧା ଲିଆମ ଲିଭିଙ୍ଗଷ୍ଟୋନ ଦାମୀ ତାଲିକାରେ ଅଛନ୍ତି । ତେବ ଇଶାନ 15.25 କୋଟିରେ ବିକ୍ରି ହୋଇ ଥିବାବେଳେ ଲିଆମଙ୍କୁ 10 କୋଟିରେ ନେଇଛି ପଞ୍ଜାବ କିଙ୍ଗ୍‌ସ ।

ଏହା ମଧ୍ୟ ପଢନ୍ତୁ:- IPL 2022 Auction: ଲିଆମ ଲିଭିଂଷ୍ଟୋନଙ୍କୁ ୧୦ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

ସେହିପରି ସିମରଜିତ ସିଂଙ୍କୁ 20 ଲକ୍ଷ ଏବଂ ରାଜବର୍ଦ୍ଧନ ହେଙ୍ଗାରଗେକରଙ୍କୁ 1.50 କୋଟିରେ ନେଇଛି ଚେନ୍ନାଇ ସୁପର କିଙ୍ଗସ(CSK) । ୟଶ ଦୟାଲଙ୍କୁ 3.20 କୋଟିରେ ନୂଆ ଟିମ୍ ଗୁଜୁରାଟ ଟାଇଟନ୍ସ 3.20 କୋଟିରେ ନେଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.