ଜୟପୁର(ରାଜସ୍ଥାନ): ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ୨୦୨୨ ସଂସ୍କରଣ ପାଇଁ ଅଫିସିଆଲ ଜର୍ସି ଉନ୍ମୋଚନ କରିଛି । ୨୦୨୨ ରୟାଲ୍ସ ଜର୍ସି ଅନନ୍ୟ ରାଜସ୍ଥାନୀ ଡିଜାଇନ୍ (unique rajastani design) 'ଲେହେରିୟା' ଅନୁଯାୟୀ ହୋଇଛି । ଏହାର ଇଂରାଜୀ ଅର୍ଥ 'ୱେଭ୍' ବୋଲି କୁହାଯାଉଛି । ସେହିପରି ଜର୍ସିରେ ରାଜ୍ୟର ସ୍ବତନ୍ତ୍ର କୌଶଳକୁ ମଧ୍ୟ ସ୍ଥାନ ଦିଆଯାଇଛି ।
-
Pink & blue. But all-new. 💗
— Rajasthan Royals (@rajasthanroyals) March 15, 2022 " class="align-text-top noRightClick twitterSection" data="
The Rajasthan Royals official #IPL2022 match kit has been (express) delivered. 🏍️🔥#HallaBol | #GivesYouWiiings | @IamSanjuSamson | @yuzi_chahal | @ParagRiyan | @redbullindia pic.twitter.com/HW75lGusVN
">Pink & blue. But all-new. 💗
— Rajasthan Royals (@rajasthanroyals) March 15, 2022
The Rajasthan Royals official #IPL2022 match kit has been (express) delivered. 🏍️🔥#HallaBol | #GivesYouWiiings | @IamSanjuSamson | @yuzi_chahal | @ParagRiyan | @redbullindia pic.twitter.com/HW75lGusVNPink & blue. But all-new. 💗
— Rajasthan Royals (@rajasthanroyals) March 15, 2022
The Rajasthan Royals official #IPL2022 match kit has been (express) delivered. 🏍️🔥#HallaBol | #GivesYouWiiings | @IamSanjuSamson | @yuzi_chahal | @ParagRiyan | @redbullindia pic.twitter.com/HW75lGusVN
ଯୁବ ଭାରତୀୟ ବ୍ୟାଟ୍ର ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ IPL ୨୦୨୨ ଟୁର୍ନାମେଣ୍ଟ ଖେଳିବ । ଆଇପିଏଲ ଟୁର୍ନାମେଣ୍ଟର ଉଦ୍ଘାଟନୀ ସଂସ୍କରଣର ଟ୍ରଫି ନିଜ ନାମରେ କରିଥିଲା । ମାତ୍ର ଏହାପରେ ଖେଳାଯାଇଥିବା ୧୩ଟି ସଂସ୍କରଣରେ ରାଜସ୍ଥାନ ଟ୍ରଫି ବିଜେତା ହୋଇପାରିନାହିଁ । ଫଳରେ ଦ୍ବିତୀୟ ଟ୍ରଫି ଲକ୍ଷ୍ୟରେ ଏଥର ପଡିଆକୁ ଓହ୍ଲାଇବ ଟିମ । ମାର୍ଚ୍ଚ ୨୯ରେ ରାଜସ୍ଥାନ ଆଇପିଏଲ ୨୦୨୨ ଅଭିଯାନ ଆରମ୍ଭ କରିବ ।