ETV Bharat / sports

IPL 2022: କେଉଁ ଦଳରେ କେତେ ଷ୍ଟାର ଖେଳାଳି, ଗୋଟିଏ କ୍ଳିକ୍‌ରେ ଜାଣନ୍ତୁ ୧୦ଟି ଟିମର ସ୍କ୍ବାଡ୍‌ - ଇଣ୍ଡିଆନ ପ୍ରିମିୟର ଲିଗ

ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ ଆଇପିଏଲ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି । ଏଥର ଆଇପିଏଲର ପଞ୍ଚଦଶ ସଂସ୍କରଣ ଖେଳାଯିବ । କ୍ରିକେଟର ସର୍ବବୃହତ ଲିଗ୍‌ର ପ୍ରଥମ ମୁକାବିଲା ଆଜି ସନ୍ଧ୍ୟା ୭:୩୦ରେ ଖେଳାଯିବ । ଅଧିକ ପଢନ୍ତୁ

IPL 2022 KNOW HOW MANY STAR PLAYERS IN WHICH TEAM VIEW FULL SQUAD
IPL 2022: କେଉଁ ଟିମରେ କେତେ ଷ୍ଟାର ଖେଳାଳି, ଗୋଟିଏ କ୍ଳିକ୍‌ରେ ଜାଣନ୍ତୁ ସମସ୍ତ ୧୦ଟି ଟିମର ସ୍କ୍ବାଡ୍‌
author img

By

Published : Mar 26, 2022, 5:49 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ ଆଇପିଏଲ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟାର ସମୟ ବାକି ରହିଛି । ଏଥର ଆଇପିଏଲର ପଞ୍ଚଦଶ ସଂସ୍କରଣ ଖେଳାଯିବ । କ୍ରିକେଟର ସର୍ବବୃହତ ଲିଗ୍‌ର ପ୍ରଥମ ମୁକାବିଲା ଆଜି ସନ୍ଧ୍ୟା ୭:୩୦ରେ ଖେଳାଯିବ । ଏହି ମୁକାବିଲାରେ ଗତଥର ଫାଇନାଲ ଖେଳିଥିବା ଦୁଇ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇ ଗତ ସଂସ୍କରଣରେ ଚାମ୍ପିୟନ ଓ କୋଲକାତା ଉପବିଜେତା ରହିଥିଲା । ଆରମ୍ଭ ଯେତେବେଳେ ଏପରି ହାଇଭୋଲଟେଜ ହେବ ତ ସଂପୂର୍ଣ୍ଣ ଲିଗର ରୋମାଞ୍ଚର ଅନୁମାନ କରାଯାଇପାରେ ।

ଏଥର ଲିଗ୍‌ରେ ଦୁଇଟି ନୂଆ ଟିମ ଓ ଅନେକ ନୂଆ ନିୟମ ସହିତ ଖେଳାଯାଉଛି । ଆଇପିଏଲ ଅକ୍ସନ ସବୁ ଟିମର ଚେହେରା ବଦଳାଇ ଦେଇଛି ।

ଚେନ୍ନାଇ ସୁପର କିଙ୍ଗ୍ସ ଟିମ

ଚେନ୍ନାଇ ସୁପର କିଙ୍ଗ୍ସ ଲିଗ ଆରମ୍ଭ ପୂର୍ବରୁ ନିଜର ଅଧିନାୟକ ବଦଳାଇଛି । ଏଥର ମହେନ୍ଦ୍ର ସିଂହ ଧୋନି ନୁହଁନ୍ତି ବରଂ ରବିନ୍ଦ୍ର ଜାଡେଜା ଟିମର ଅଧିନାୟକ ଭାର ସମ୍ଭାଳିବେ । ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମଏସ ଧୋନି, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ଡେଭନ କନୱେ, ଡ୍ବାଇନ ବ୍ରାଭୋ, କ୍ରିସ ଜୋର୍ଡାନ, ଶିବମ ଦୁବେ, ଦୀପକ ଚହର, ସିମ୍ରନଜିତ ସିଂହ, ଡ୍ବାଇନ ପ୍ରିଟୋରିସ, ମିଚେଲ ସାଣ୍ଟନର, ଆଡାମ ମିଲନେ, ରାଜବର୍ଦ୍ଧନ ହଙ୍ଗରଗକର, ପ୍ରଶାନ୍ତ ସୋଲାଙ୍କି, ମହେଶ ତିକ୍ଷଣା, ମୁକେଶ ଚୌଧୁରୀ, ଶୁଭ୍ରାଂଶୁ ସେନାପତି, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ହରି ନିଶାନ୍ତ, ଏନ ଜଗଦୀଶାନ ଓ କେ ଭଗତ ବର୍ମା ।

ପଞ୍ଜାବ କିଙ୍ଗ୍ସ ଟିମ

ପଞ୍ଜାବ କିଙ୍ଗ୍ସ ଏଥର ମଧ୍ୟ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବ । ଶିଖର ଧାୱନ, ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍‌), ଅର୍ଶଦୀପ ସିଂହ, କାଗିସୋ ରବାଡା, ଜନ୍ନି ବେୟାରଷ୍ଟୋ, ରାହୁଲ ଚହର, ହରପ୍ରୀତ ବ୍ରାର, ଶାହାରୁଖ ଖାନ, ପ୍ରଭସିମ୍ରନ ସିଂ, ଜିତେଶ ଶର୍ମା, ଇଶାନ ପୋରେଲ, ଲିଆମ ଲିଭିଂଷ୍ଟୋନ, ଓଡିନ ସ୍ମିଥ, ସନ୍ଦୀପ ଶର୍ମା, ରାଜ ଅଙ୍ଗଦ ବୱା, ରିଶି ଧାୱନ, ପ୍ରେରକ ମଙ୍କଡ, ବୈବଭ ଆରୋରା, ରିତ୍ତିକ ଚାଟାର୍ଜୀ, ବାଲଟେଜ ଧଣ୍ଡା, ଅଂଶ ପଟେଲ, ନାଥନ ଏଲିସ, ଅଥର୍ବ ତାଇଦେ, ଭାନୁକା ରାଜପକ୍ସା, ବେନି ହୋଏଲ ।

ସନ ରାଇଜର୍ସ ହାଇଦ୍ରାବାଦ

କେନ ୱିଲିୟମସନ(କ୍ୟାପେଟନ୍‌), ଅବଦୁଲ ସମାଦ, ଉମରାନ ମଲିକ, ରାହୁଲ ତ୍ରିପାଠୀ, ଆଡମ ମାର୍କରମ, ନିକୋଲାସ ପୋରୋନ, ପ୍ରିୟମ ଗର୍ଗ, ୱାସିଂଟନ ସୁନ୍ଦର, ଅଭିଶେକ ଶର୍ମା, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ଜୋ ସୁଚିତ, ଶ୍ରେୟସ ଗୋପାଳ, କାର୍ତ୍ତିକ ତ୍ୟାଗୀ, ଟି ନଟରାଜନ, ଫଜଲ ଫାରୁଖି, ବିଷ୍ଣୁ ବିନୋଦ, ସୌରଭ ଦୁବେ, ଶଶାଙ୍କ ସିଂ, ଆର ସମର୍ଥ, ସିନ ଆବଟ୍ଟ ଓ ରୋମାନିଆ ସେଫର୍ଡ ।

କୋଲକାତା ନାଇଟ ରାଇଡର୍ସ

ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟସ ଆୟର, ସୁନୀଲ ନାରିନ, ଶ୍ରେୟସ ଆୟର(କ୍ୟାପେଟନ୍‌), ପାଟ୍‌ କମିନ୍ସ, ନୀତିଶ ରାଣା, ଶିବମ ମାବି, ସେଲଡନ ଜାକସନ, ଅଜିଙ୍କ୍ୟ ରାହାଣେ, ରିଙ୍କୁ ସିଂହ, ଅଙ୍କୁଲ ରୟ, ରସିଖ ଦାର, ଚମିକା କରୁଣାରତ୍ନେ, ବାବା ଇନ୍ଦ୍ରଜିତ, ଅଶୋକ ଶର୍ମା, ପ୍ରଥମ ସିଂହ, ଅଭିଜିତ ତୋମାର, ସାମ ବିଲିଙ୍ଗ୍ସ, ଆରୋନ ଫିଞ୍ଚ୍‌, ରମେଶ କୁମାର, ମହମ୍ମଦ ନବି, ଅମନ ଖାନ, ଉମେଶ ଯାଦବ ।

ଦିଲ୍ଲୀ କ୍ୟାପିଟାଲ୍ସ

ଋଷଭ ପନ୍ତ(କ୍ୟାପଟେନ୍‌), ପୃଥ୍ବୀ ଶ, ଅକ୍ଷର ପଟେଲ, ଆନରିଚ ନର୍କିୟା, ଡେଭିଡ ୱାର୍ଣ୍ଣର, ରବମନ ପାୱେଲ, ୟଶ ଧୂଲ, ମିଚେଲ ମାର୍ଶ, ସର୍ଫରାଜ ଖାନ, କେଏଶ ଭରତ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, କମଲେଶ ନାଗରକୋଟି, ମୁସ୍ତାଫିଜୁର ରେହମାନ, ଅଶ୍ବିନ ହେବର, ମନଦୀପ ସିଂହ, ଖଲିଲ ଅହମ୍ମଦ, ଚେତନ ସକାରିୟା, ଲଳିତ ଯାଦବ, ରିପଲ ପଟେଲ, ପ୍ରବୀଣ ଦୁବେ, ଲୁଙ୍ଗି ନିଙ୍ଗିଡି ଓ ଟିମ ସୈଫର୍ଟ ।

ଗୁଜରାଟ ଟାଇଟନ୍ସ

ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପେଟନ୍‌), ରସିଦ ଖାନ, ଶୁଭମନ ଗିଲ୍‌, ବିଜୟ ଶଙ୍କର, ଡେଭିଡ ମିଲର, ରିଦ୍ଧିମାନ ଶାହା, ମାଥ୍ୟୁ ୱେଡ୍‌, ରହମୁନୁଲ୍ଲା ଗୁରବାଜ, ଲୋକି ଫର୍ଗୁସନ, ଅଭିନବ ସଦାରଙ୍ଗନୀ, ମହମ୍ମଦ ସାମି, ରାହୁଲ ତେୱାତିଆ, ନୁର ଅହମ୍ମଦ, ଆର ସାଇ କିଶୋର, ଡୋମିନିକ ଡ୍ରେକ୍ସ, ଜୟନ୍ତ ଯାଦବ, ଦର୍ଶନ ମାଲକଣ୍ଡେ, ୟଶ ଦୟାଲ, ବି ସାଇ ସୁଦର୍ଶନ, ଗୁରକିରତ ସିଂ, ଅଲଜାରୀ ଜୋସେଫ, ବରୁଣ ଆରୋନ ଓ ପ୍ରଦୀପ ସାଙ୍ଗୱାନ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଫାଫ୍‌ ଡୁ ପ୍ଲେସିସ୍‌ (କ୍ୟାପଟେନ୍‌), ବିରାଟ କୋହଲି, ଗ୍ଳେନ ମାକ୍ସୱେଲ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଦିନେଶ କାର୍ତ୍ତିକ, ଜସ ହେଜଲଉଡ୍‌, ଶାହବାଜ ଅହମ୍ମଦ, ଅନୁଜ ରାୱତ, ଆକାଶ ଦୀପ, ମହୀପାଲ ଲୋମର, ଫିନ ଅଲେନ, ଶେରଫନେ ରଦରଫୋର୍ଡ, ଜେସନ ବେହେଣ୍ଡୋର୍ଫ, ସୁୟାସ ପ୍ରଭୁ ଦେଶାଇ, ଚାମା ମିଲିନ୍ଦ, ଅନିଶ୍ବର ଗୌତମ, କର୍ନ ଶର୍ମା, ଡେଭିଡ ୱିଲି, ଲୁଭନିଥ ଶିସୋଦିଆ, ସିଦ୍ଧାର୍ଥ କୌଲ ।

ଲକ୍ଷ୍ନୌ ସୁପର ଜିଆଣ୍ଟସ

କେଏଲ ରାହୁଲ(କ୍ୟାପଟେନ୍‌), ମାର୍କସ ଷ୍ଟୋଇନିସ, ରବି ବିଷ୍ଣୋଇ, କ୍ବିଣ୍ଟନ ଡି କକ୍‌, ଦୀପକ ହୁଡ୍ଡା, ମନୀଷ ପାଣ୍ଡେ, କ୍ରୁଣାଳ ପାଣ୍ଡ୍ୟା, ଜେସନ ହୋଲ୍ଡର, ମାର୍କ ଉଡ୍‌, ଅଭେଶ ଖାନ, ଅଙ୍କିତ ରାଜପୁତ, କେ ଗୌତମ, ଦୁଷ୍ମନ୍ତ ଚମୀରା, ଶାହାବାଜ ନଦୀମ, ମନନ ଭୋରା, ମୋହଶିନ ଖାନ, ଆୟୁଷ ବଦନୀ, କରନ ଶର୍ମା, ଇଭିନ ଲିୱିସ, ମୟଙ୍କ ଯାଦବ, କେଏଲ ମେୟର୍ସ ।

ରାଜସ୍ଥାନ ରୟାଲ୍ସ

ସଞ୍ଜୁ ସାମସନ(କ୍ୟାପଟେନ୍‌), ଜସ ବଟଲର, ଜଶସ୍ବୀ ଜୟସ୍ବାଲ, ଟ୍ରେଣ୍ଟ ବୋଲ୍ଟ, ରବିଚନ୍ଦ୍ରନ ଅଶ୍ବିନ, ସିମ୍ରନ ହେଟମେୟର, ଦେବଦତ୍ତ ପାଦିକ୍କଲ, ପ୍ରିସଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ, ରିୟାନ ପରାଗ, କେସି କାରିଆପ୍ପା, ନବଦୀପ ସାଇନି, ଓବେଦ ମେକୟ, ଅରୁଣୟ ସିଂହ, କୁଲଦୀପ ସେନ, କରୁଣ ନାଏର, ଧ୍ରୁବ ଜୁରେଲ, ତେଜାସ ବାରୋକା, କୁଲଦୀର ଯାଦବ, ଶୁଭମନ ଗରବାଲ, ଡାର୍ଲ ମିଚେଲ, ରସି ଭନ ଡର ଡୁସେନ, ନାଥନ କୁଲଟର ନାଇଲ, ଜେମ୍ସ ନୀଶାମ ।

ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌: ରୋହିତ ଶର୍ମା(କ୍ୟାପେଟନ୍‌), ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ଜଶପ୍ରୀତ ବୁମରା, ଇଶାନ କିଶନ, ଡେୱାଲ୍ଡ ବ୍ରେଭିସ, ବାସିଲ ଥାମ୍ପି, ମୁରୁଗାଁ ଅଶ୍ବିନ, ଜୟଦେବ ଉଦଦକତ, ମୟଙ୍କ ମାର୍କଣ୍ଡେ, ଏନ ତିଳକ ବର୍ମା, ସଞ୍ଜୟ ଯାଦବ, ଜୋଫ୍ରା ଆର୍ଚର, ଡାନିଏଲ ସାମ୍ସ, ତୈମଲ ମିଲ୍ସ, ଟିମ ଡେଭିଡ, ଆର୍ଶଦ ଖାନ, ଅନମୋଲପ୍ରିତ ସିଂ, ରମଣଦୀପ ସିଂହ, ରାହୁଲ ବୁଦ୍ଧି, ହ୍ରିତିକ ଶୋକିନ, ଅର୍ଜୁନ ତେନ୍ଦୁଲକର, ଫାବିଏନ ଆଲେନ, ଆରୟନ ଜୁୟାଲ, ରିଲେ ମେରେଡିଥ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.