ETV Bharat / sports

IPL 2022: ଟସ୍‌ ଜିତିଲା ଦିଲ୍ଲୀ, ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Mar 27, 2022, 3:10 PM IST

Updated : Mar 27, 2022, 4:10 PM IST

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ । ଅଧିକ ପଢନ୍ତୁ

IPL 2022: DC won the toss chose to bowl against MI
IPL 2022: ଟସ୍‌ ଜିତିଲା ଦିଲ୍ଲୀ, ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ

ମୁମ୍ବାଇ: ଆଇପିଏଲ ୨୦୨୨ରେ ରବିବାର ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ । ମୁମ୍ବାଇର ବ୍ରୋବୋର୍ନୋ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଉଛି ।

ଚୂଡାନ୍ତ ଏକାଦଶ:

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଟିମ ସୈଫର୍ଟ, ମନଦୀପ ସିଂ, ଋଷଭ ପନ୍ତ(କ୍ୟାପେଟନ/ୱିକେଟ କିପର), ରୋଭମନ ପାୱେଲ, ଲଳିତ ଯାଦବ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, କୁଲଦୀପ ଯାଦବ, କମଲେଶ ନାଗରକୋଟି ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପେଟନ୍‌), ଇଶାନ କିଶନ, ତିଳକ ବର୍ମା, ଅନମଲପ୍ରିତ ସିଂ, କିରଣ ପୋଲାର୍ଡ, ଟିମ ଡେଭିଡ, ଡାନିଏଲ ସାମ୍ସ, ମୁରୁଗାଁ ଅଶ୍ବିନ, ଜଶପ୍ରୀତ ବୁମରା, ତାଇମଲ ମିଲ୍ସ, ବାସିଲ ଥାମ୍ପେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2022, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.