ମୁମ୍ବାଇ: ଶେଷ ପର୍ଯ୍ୟାୟରେ ଆଇପିଏଲର ୧୫ତମ ସଂସ୍କରଣ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 68ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ (RR) ଓ ଚେନ୍ନାଇ ସୁପରକିଙ୍ଗ୍ସ (CSK) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ପୂର୍ବରୁ ପ୍ଲେ-ଅଫ୍ରୁ ବାଦ ପଡି ସାରିଥିବା CSK ପାଇଁ ଏହା ଚଳିତ ସଂସ୍କରଣର ଶେଷ ମ୍ୟାଚ୍ ହୋଇଥିବାରୁ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ଦଳ । ଅନ୍ଯପଟେ ରାଜସ୍ଥାନ ରୟାଲ୍ସ ବିଜୟ ସହ ଔପଚାରିକ ଭାବେ ତୃତୀୟ ଟିମ ଭାବେ ପ୍ଲେ-ଅଫ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି । ଫଳରେ ଆଉ ଏକ କଡା ମୁକାବିଲା ଦେଖିବାକୁ ମିଳିବ ।
-
🚨 Toss Update 🚨@msdhoni has won the toss & @ChennaiIPL have elected to bat against @rajasthanroyals.
— IndianPremierLeague (@IPL) May 20, 2022 " class="align-text-top noRightClick twitterSection" data="
Follow the match ▶️ https://t.co/ExR7mrzvFI#TATAIPL | #RRvCSK pic.twitter.com/CspkYigHGj
">🚨 Toss Update 🚨@msdhoni has won the toss & @ChennaiIPL have elected to bat against @rajasthanroyals.
— IndianPremierLeague (@IPL) May 20, 2022
Follow the match ▶️ https://t.co/ExR7mrzvFI#TATAIPL | #RRvCSK pic.twitter.com/CspkYigHGj🚨 Toss Update 🚨@msdhoni has won the toss & @ChennaiIPL have elected to bat against @rajasthanroyals.
— IndianPremierLeague (@IPL) May 20, 2022
Follow the match ▶️ https://t.co/ExR7mrzvFI#TATAIPL | #RRvCSK pic.twitter.com/CspkYigHGj
ଚୁଡାନ୍ତ ଏକାଦଶ:
ରାଜସ୍ଥାନ ରୟାଲ୍ସ: ଜଶସ୍ବୀ ଜୟଶ୍ବାଲ, ଜସ ବଟଲର, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଦେବଦତ୍ତ ପାଦିକ୍କଲ, ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ, ଓବେଦ ମକଏ ।
ଚେନ୍ନାଇ ସୁପରକିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ଏନ ଜଗଦୀଶାନ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ମିଚେଲ ସାଣ୍ଟନର, ପ୍ରଶାନ୍ତ ସୋଲାଙ୍କି, ସିମ୍ରନଜିତ ସିଂ, ମଥିସା ପଥିରାଣା, ମୁକେଶ ଚୌଧୁରୀ ।