ଚେନ୍ନାଇ: ଆଇପିଏଲର ତ୍ରୟୋଦଶ ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରହିଛି । ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
-
Rohit Sharma calls it right at the toss and elects to bat first against the #DelhiCapitals in Chennai.
— IndianPremierLeague (@IPL) April 20, 2021 " class="align-text-top noRightClick twitterSection" data="
Follow the game here - https://t.co/XxDr4f4nPU #VIVOIPL #DCvMI pic.twitter.com/TMuusCUC1G
">Rohit Sharma calls it right at the toss and elects to bat first against the #DelhiCapitals in Chennai.
— IndianPremierLeague (@IPL) April 20, 2021
Follow the game here - https://t.co/XxDr4f4nPU #VIVOIPL #DCvMI pic.twitter.com/TMuusCUC1GRohit Sharma calls it right at the toss and elects to bat first against the #DelhiCapitals in Chennai.
— IndianPremierLeague (@IPL) April 20, 2021
Follow the game here - https://t.co/XxDr4f4nPU #VIVOIPL #DCvMI pic.twitter.com/TMuusCUC1G
ଗତ ସଂସ୍କରଣରେ ଦିଲ୍ଲୀ ବିପକ୍ଷରେ ଡିଫେଣ୍ଡିଂ ଚମ୍ପିଆ ମୁମ୍ବାଇର 4-0 ରେକର୍ଡ ରହିଛି । ତେବେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଦଳ ଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶାକରାଯାଉଛି ।
ଚୁଡାନ୍ତ ଏକାଦଶ:
ମୁମ୍ବାଇ ଇଣ୍ଡିଆନ୍ସ: କ୍ବିଣ୍ଟନ ଡିକକ୍(ୱିକେଟ କିପର), ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ଯା, କ୍ରୁଣାଳ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ ଚହର, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥୀ ଶ, ଶିଖର ଧାୱନ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ(କ୍ୟାପଟେନ/ ୱିକେଟ କିପର), ମାର୍କସ ଷ୍ଟୋଇନିସ, ସିମ୍ରନ ହେଟମେୟର, ଲଳିତ ଯାଦବ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅମିତ ମିଶ୍ର, ଅବେଶ ଖାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ