ETV Bharat / sports

IPL 2021: ଗିଲ୍‌ଙ୍କ ଅର୍ଦ୍ଧଶତକ, KKR ୧୭୧/୪

author img

By

Published : Oct 7, 2021, 9:35 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢନ୍ତୁ...

IPL 2021: Gill's fifty takes kkr 171/4 against rajasthan royals
IPL 2021: ଗିଲ୍‌ଙ୍କ ଅର୍ଦ୍ଧଶତକ, KKR ୧୭୧/୪

ଶାରଜାହ: ଆଇପିଏଲର ୫୪ତମ ମ୍ୟାଚ୍‌ ଶାରଜାହ କ୍ରିକେଟ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ(KKR) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି KKR ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.