ମୁମ୍ବାଇ: ଆଇପିଏଲ ମହାସମରରେ ଦେଖିବାକୁ ମିଳିବ ଦୁଇ କିଙ୍ଗ୍ସ ମଧ୍ୟରେ ଲଢେଇ । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା । ପ୍ରଥମ ମ୍ୟାଚରେ ପରାଜୟ ପରେ ବିଜୟ ଲକ୍ଷ୍ୟରେ ସିଏସକେ ରହିଥିବାବେଳେ ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇଥିବା ପଞ୍ଜାବ, ବିଜୟଧାରା ବଜାୟ ଲକ୍ଷ୍ୟରେ ରହିବ ।
-
Toss Update: @ChennaiIPL captain @msdhoni wins the toss and opts to bowl first against @PunjabKingsIPL.https://t.co/P8VzT4XXbb #PBKSvCSK #VIVOIPL pic.twitter.com/xUzvTEkpRV
— IndianPremierLeague (@IPL) April 16, 2021 " class="align-text-top noRightClick twitterSection" data="
">Toss Update: @ChennaiIPL captain @msdhoni wins the toss and opts to bowl first against @PunjabKingsIPL.https://t.co/P8VzT4XXbb #PBKSvCSK #VIVOIPL pic.twitter.com/xUzvTEkpRV
— IndianPremierLeague (@IPL) April 16, 2021Toss Update: @ChennaiIPL captain @msdhoni wins the toss and opts to bowl first against @PunjabKingsIPL.https://t.co/P8VzT4XXbb #PBKSvCSK #VIVOIPL pic.twitter.com/xUzvTEkpRV
— IndianPremierLeague (@IPL) April 16, 2021
ଟସ ଜିତି ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।
ଚୁଡାନ୍ତ ଏକାଦଶ:
ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ଦୀପକ ହୁଡ୍ଡା, ନିକୋଲାସ ପୁରୋନ, ଶାହାରୁଖ ଖାନ, ଜୋ ରିଚାର୍ଡସନ, ମୁରୁଗାଁ ଅଶ୍ବିନ, ରିଲେ ମେରେଡିଥ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।
ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ସୁରେଶ ରାଇନା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ ୱିକେଟକିପର), ରବିନ୍ଦ୍ର ଜାଡେଜା, ସାମ କରନ, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ