ETV Bharat / sports

ବାଙ୍ଗାଲୋର-ଚେନ୍ନାଇ ମହାମୁକାବିଲା: ଧୋନି ଜିତିଲେ ଟସ୍‌, ପ୍ରଥମେ ବ୍ୟାଟିଂ - ମହେନ୍ଦ୍ର ସିଂହ ଧୋନି

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ।

IPL 2021: Chennai Super Kings won the toss opt to bat against RCB
ବାଙ୍ଗାଲୋର-ଚେନ୍ନାଇ ମହାମୁକାବିଲା: ଧୋନି ଜିତିଲେ ଟସ୍‌, ପ୍ରଥମେ ବ୍ୟାଟିଂ
author img

By

Published : Apr 25, 2021, 3:32 PM IST

ମୁମ୍ବାଇ: ଆଇପିଏଲ ଲଢେଇରେ ରବିବାର ରହିଛି ଡବଲ ହେଡର ମ୍ୟାଚ । ପ୍ରଥମ ହାଇଭୋଲଟେଜ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ।

ସିଏସକେ ଚ଼ୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ମୋଇନ ଅଲୀ ଫିଟ ନାହାନ୍ତି ଓ ଲୁଙ୍ଗି ନିଙ୍ଗିଡିଙ୍କ ସ୍ଥାନରେ ଡ୍ବାଇନ ବ୍ରାଭୋ ଓ ଇମ୍ରାନ ତାହିରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଆରସିବି ଚୁଡାନ୍ତ ଏକାଦଶରେ ରିଚାର୍ଡସନଙ୍କ ସ୍ଥାନରେ ଡାନିଏଲ କ୍ରୀଷ୍ଟିଆନ ଓ ସାହବାଜଙ୍କ ସ୍ଥାନରେ ମହମ୍ମଦ ସାଇନିଙ୍କୁ ସ୍ଥାନ ମିଳିଛି ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ ଡୁପ୍ଲେସିସ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ସାମ କରନ, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଇମ୍ରାନ ତାହିର ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଡିକ୍କଲ, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ(ୱିକେଟ କିପର), ୱାସିଂଟନ ସୁନ୍ଦର, ଡାନିଏଲ କ୍ରୀଷ୍ଟିଆନ, କେଏଲ ଜେମିଏସନ, ହର୍ଷଲ ପଟେଲ, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.