ଦୁବାଇ: ରାହୁଲ ତେୱାତିଆ ଓ ରିଆନ ପରାଗଙ୍କ ମ୍ୟାଚ ବିଜୟୀ ପାର୍ଟନରସିପ ବଳରେ 5 ୱିକେଟରେ ହାଇଦ୍ରାବାଦକୁ ହରାଇଛି ରାଜସ୍ଥାନ ରୟାଲ୍ସ । ଦୁଇ ଯୁବ ଖେଳାଳିଙ୍କ ମଧ୍ୟରେ ଷଷ୍ଠ ୱିକେଟ ଯୋଡିରେ, 85 ରନର ଦମଦାର ପାର୍ଟନରସିପ ହୋଇଥିଲା ।
159 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ବେନ ଷ୍ଟୋକ୍ସ ଓ ଜସ ବଟଲରଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ ଖେଳିଥିବା ଷ୍ଟୋକ୍ସ, ରାଜସ୍ଥାନ ପାଇଁ ବଟଲରଙ୍କ ସହ ଓପନିଂ କରିଥିଲେ । ମାତ୍ର ପ୍ରଥମ ମ୍ୟାଚରେ ଫେଳ ମାରିଥିଲେ ଷ୍ଟୋକ୍ସ । ମାତ୍ର 5 ରନରେ ଖଲିଲ ଅହମ୍ମଦଙ୍କ ଶିକାର ହୋଇଥିଲେ । ଅନ୍ୟପଟେ ବଟଲର ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ । 13 ବଲରୁ ଗୋଟିଏ ଚୌକା ଓ ଗୋଟିଏ ଚୌକା ସହାୟତାରେ 16 ରନରେ ଖଲିଲଙ୍କ ଦ୍ବିତୀୟ ଶିକାର ହୋଇଥିଲେ ।
-
To every one that stood by us, this one's for you! 💓#SRHvRR | #HallaBol | #IPL2020 | #RoyalsFamily pic.twitter.com/OyHAhYNuYf
— Rajasthan Royals (@rajasthanroyals) October 11, 2020 " class="align-text-top noRightClick twitterSection" data="
">To every one that stood by us, this one's for you! 💓#SRHvRR | #HallaBol | #IPL2020 | #RoyalsFamily pic.twitter.com/OyHAhYNuYf
— Rajasthan Royals (@rajasthanroyals) October 11, 2020To every one that stood by us, this one's for you! 💓#SRHvRR | #HallaBol | #IPL2020 | #RoyalsFamily pic.twitter.com/OyHAhYNuYf
— Rajasthan Royals (@rajasthanroyals) October 11, 2020
ତେବେ ସଞ୍ଜୁ ସାମସନଙ୍କ ଉପଯୋଗୀ 26, ରବିନ ଉଥାପ୍ପା 18 ରନର ଇଂନିସ ଖେଳିଥିଲେ । ରାଜସ୍ଥାନ ବ୍ୟାଟିଂର ହିରୋ ରହିଥିଲେ ଦୁଇ ଯୁବ କ୍ରିକେଟର ରିଆନ ପରାଗ ଓ ରାହୁଲ ତେୱାତିଆ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଏହି ଦୁଇ କ୍ରିକେଟର ରାଜସ୍ଥାନକୁ ବିଜୟୀ କରାଇଥିଲେ । ରିଆନ 26 ବଲରୁ 2 ଚୌକା ଓ 2 ଛକା ସହାୟତାରେ 42 ଓ ତେୱାତିଆ 28 ବଲରୁ 4 ଚୌକା ଓ 2 ଛକା ସହାୟତାରେ 45 ରନର ବିସ୍ପୋରକ ଇଂନିସ ଖେଳିଥିଲେ । ଶେଷ ଦୁଇଟି ବଲରୁ ବିଜୟ ପାଇଁ ରାଜସ୍ଥାନ ଦୁଇ ରନ ଆବଶ୍ୟକ କରୁଥିବାବେଳେ, ଛକା ମାରି ଜିତାଇଥିଲେ ରିଆନ ପରାଗ ।
-
Captain @davidwarner31 after the match: Couldn't get across the line there but it happens in cricket. Lots of positives coming out and we'll take it on to the next game.#SRHvRR #OrangeArmy #KeepRising
— SunRisers Hyderabad (@SunRisers) October 11, 2020 " class="align-text-top noRightClick twitterSection" data="
">Captain @davidwarner31 after the match: Couldn't get across the line there but it happens in cricket. Lots of positives coming out and we'll take it on to the next game.#SRHvRR #OrangeArmy #KeepRising
— SunRisers Hyderabad (@SunRisers) October 11, 2020Captain @davidwarner31 after the match: Couldn't get across the line there but it happens in cricket. Lots of positives coming out and we'll take it on to the next game.#SRHvRR #OrangeArmy #KeepRising
— SunRisers Hyderabad (@SunRisers) October 11, 2020
-
#Tewatia = __________.
— Rajasthan Royals (@rajasthanroyals) October 11, 2020 " class="align-text-top noRightClick twitterSection" data="
Complete the sentence! 😉#SRHvRR | #HallaBol | #RoyalsFamily | #IPL2020 | @rahultewatia02 pic.twitter.com/htsfEJSZiM
">#Tewatia = __________.
— Rajasthan Royals (@rajasthanroyals) October 11, 2020
Complete the sentence! 😉#SRHvRR | #HallaBol | #RoyalsFamily | #IPL2020 | @rahultewatia02 pic.twitter.com/htsfEJSZiM#Tewatia = __________.
— Rajasthan Royals (@rajasthanroyals) October 11, 2020
Complete the sentence! 😉#SRHvRR | #HallaBol | #RoyalsFamily | #IPL2020 | @rahultewatia02 pic.twitter.com/htsfEJSZiM
ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ ଓ ସ୍ପିନର ରସିଦ ଖାନ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ମନିଷ ପାଣ୍ଡେଙ୍କ 54 ଓ ଡେଭିଡ ୱାର୍ଣ୍ଣରଙ୍କ 48 ରନ ବଳରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ସାମ୍ନାରେ 158 ରନର ବିଜୟ ଲକ୍ଷ୍ୟ ରଖିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ