ETV Bharat / sports

IPL 2020: ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି - Mumbai Indians vs chennai super kings

ଶାରଜାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ ନିଷ୍ପତ୍ତି । ବ୍ୟାଟିଂ କରୁଛି ଧୋନୀ ବାହିନୀ । ଅଧିକ ପଢ଼ନ୍ତୁ...

ଆଇପିଏଲ 2020: ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

author img

By

Published : Oct 23, 2020, 8:03 PM IST

ଶାରଜା: ଏଠାରେ ଖେଳଯାଉଥିବା ଆଇପିଏଲର 41ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ଚେନ୍ନାଇ ସୁପରକିଙ୍ଗସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହା କର ବା ମର ମ୍ୟାଚ । 10 ଟି ମ୍ୟାଚରୁ 3ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି ଚେନ୍ନାଇ ।

ଚେନ୍ନାଇ ଆଜି ଦଳରେ 3ଟି ପରିବର୍ତ୍ତନ କରିଛି । କେଦାର ଯାଦବ, ଶେନ ୱାଟସନ ଓ ପିୟୁସ ଚାୱଲାଙ୍କ ବଦଳରେ ଜୋଶ ହେଜେଲଉଡ, ଇମ୍ରାନ ତାହିର ଓ ଏନ ଜଗଦିଶନଙ୍କୁ ଦଳରେ ସ୍ଥାନ ମିଳିଛି।

ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମାଙ୍କ ବଦଳରେ ସୌରଭ ତୀୱାରୀଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ଚେନ୍ନାଇ ସୁପର କିଙ୍ଗସ- ସାମ କରନ, ଫାଫ ଡୁ ପ୍ଲେସିସ, ଆମ୍ବାତି ରାୟୁଡ଼ୁ, ଏନ ଜଗଦିଶନ, ଏମଏସ ଧୋନୀ, ଋତୁରାଜ ଗାୟଗୱାର୍ଡ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ଶାର୍ଦୁଲ ଠାକୁର, ଜୋଶ ହେଜେଲଉଡ ଓ ଇମରାନ ତାହିର

ମୁମ୍ବାଇ ଇଣ୍ଡିଆନ୍ସ- କ୍ବିଣ୍ଟନ ଡି କକ୍, ସୌରଭ ତୀୱାରୀ, ସୂର୍ଯ୍ୟକୁମାର ଯାଦବ, ଇଶନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, କୈରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ନାଥନ କୁଇଲ୍ଟରନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ ବୁମରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.