ETV Bharat / sports

ଆଇପିଏଲ 2020: ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

author img

By

Published : Oct 26, 2020, 7:37 PM IST

ଟସ୍ ଜିତିବା ପରେ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ:

ଆଇପିଏଲ୍ 2020: ଟସ୍ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ଶାରଜା: ଦୁବାଇର ଶାରଜା ଠାରେ ଆଇପିଏଲର 13 ତମ ସିଜନର 46 ତମ ମ୍ୟାଚ୍‌ରେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି । ଯେଉଁଥିରେ ଟସ ଜିତିବା ପରେ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହାପୂର୍ବରୁ ଶାରଜା ଠାରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଟସ୍ ଜିତିବା ପରେ ବୋଲିଂ ଚୟନ କରୁଥିବା ଦଳ ଏହାର ଫାଇଦା ନେଇଛନ୍ତି ।

  • କିଙ୍ଗସ ଏକାଦଶ ପଞ୍ଜାବ ଏକାଦଶ: କେଏଲ୍ ରାହୁଲ, ମନଦୀପ ସିଂ, କ୍ରିସ୍ ଗେଲ, ନିକୋଲାସ ପୁରାଣ, ଗ୍ଲେନ ମ୍ୟାକ୍ସୱେଲ, ଦୀପକ ହୁଡା, କ୍ରିସ ଜୋର୍ଡାନ, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦ ସିଂ ।
  • କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଶୁଭମନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ଇଓନ ମୋର୍ଗାନ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ୍, କମଲେଶ ନାଗରକୋଟି, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.