ETV Bharat / sports

ଆଇପିଏଲ ଫାଇନାଲ: ଟସ ଜିତି ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି

author img

By

Published : Nov 10, 2020, 7:21 PM IST

Updated : Nov 10, 2020, 7:27 PM IST

ଆଇପିଏଲ ଫାଇନାଲ ମ୍ୟାଚରେ ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

IPL 2020: DC Won The Toss Decided to bat first VS MI
ଆଇପିଏଲ ଫାଇନାଲ: ଟସ ଜିତି ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ରାହୁଲ ଚହରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ମ୍ୟାଚରେ ଖେଳିଥିବା ଚୁଡାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି ।

ଏହା ଦିଲ୍ଲୀ ଟିମ ପାଇଁ ପ୍ରଥମ ଆଇପିଏଲ ଫାଇନାଲ । ଅନ୍ୟପଟେ 4ଥର ଆଇପିଏଲ ଟ୍ରଫି ବିଜେତା ହୋଇସାରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ (ଚୁଡାନ୍ତ ଏକାଦଶ): କ୍ବିଣ୍ଟନ ଡି କକ୍(ୱିକେଟ କିପର), ରୋହିତ ଶର୍ମା(କ୍ୟାପଟେନ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ନାଥନ କୁଲଟର ନାଇଲ, ଜୟନ୍ତ ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରୁଣାଳ ପାଣ୍ଡ୍ୟା, ଜଶପ୍ରୀତ ବୁମରା ।

ଦିଲ୍ଲୀ କ୍ୟାପିଟାଲ୍ସ(ଚୁଡାନ୍ତ ଏକାଦଶ): ମାର୍କସ ଷ୍ଟୋଇନିସ, ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ, ଶ୍ରେୟ, ଆୟର(କ୍ୟାପଟେନ), ସିମ୍ରନ ହେଟମେୟର, ଋଷଭ ପନ୍ତ(ୱିକେଟ କିପର), ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ପ୍ରବୀଣ ଦୁବେ, ଆନରିଚ ନର୍ଟଜେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2020, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.