ETV Bharat / sports

ମୁମ୍ବାଇ vs ଦିଲ୍ଲୀ: ଟସ ଜିତି ଶ୍ରେୟସ ଆୟରଙ୍କ ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 11, 2020, 7:34 PM IST

Updated : Oct 11, 2020, 8:53 PM IST

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିିଂ ନିଷ୍ପତ୍ତି ନେଇଛନ୍ତି।

IPL 2020: DC VS MI, Iyer won toss, opt to bat
ମୁମ୍ବାଇ vs ଦିଲ୍ଲୀ: ଟସ ଜିତି ଶ୍ରେୟସ ଆୟରଙ୍କ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଦୁଇଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ 5 ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ।

ଦ୍ବିତୀୟ ମ୍ୟାଚ ତଥା ଟୁର୍ଣ୍ଣାମେଣ୍ଟର 27ତମ ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ।ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଜିଙ୍କ ରାହାଣେଙ୍କୁ ଦିଲ୍ଲୀ ଚୂଡାନ୍ତ ଏକାଦଶରେ ସାମିଲ କରିଛି । ସେହିପରି ୱିକେଟ କିପର ଋଷଭ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଚୂଡାନ୍ତ ଏକାଦଶ : ପୃଥ୍ବୀ ଶ', ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ଆଲେକ୍ସ କ୍ୟାରୀ, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ ।

ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ : କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2020, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.