ETV Bharat / sports

'ଶେଷ ଦୁଇ ଓଭରର ଟେନସନ ନର୍କ ପରି ଥିଲା'

ଦିଲ୍ଲୀ ଇଂନିସର ଶେଷ ଦୁଇ ଓଭର ନର୍କ ପରି ଲାଗୁଥିଲା । ଏମିତି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଯୁବ କ୍ୟାପଟେନ ଶ୍ରେୟସ ଆୟର ।

author img

By

Published : May 9, 2019, 10:37 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଇପିଏଲ ଫାଇନାଲ ଆଡ଼କୁ ଆଉ ପଦେ ଆଗେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏଲିମିନେଟର ମ୍ୟାଚକୁ 2ୱିକେଟରେ ଜିତି ନେଇଛି ଦଳ । ଫଳରେ ସନରାଇଜର୍ସ ହାଇଦ୍ରାବାଦକୁ ବିଦାୟର ରାସ୍ତା ଦେଖାଇଛି ଦିଲ୍ଲୀ ।

ଦିଲ୍ଲୀ ଇଂନିସର ଶେଷ ଦୁଇ ଓଭର ନର୍କ ପରି ଲାଗୁଥିଲା । ଏମିତି କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଯୁବ କ୍ୟାପଟେନ ଶ୍ରେୟସ ଆୟର । ବିଜୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ 11ବଲକୁ 5ରନ ଆବଶ୍ୟକ କରୁଥିଲା । ଦଳ 8ୱିକେଟ ହରାଇ ସାରିଥିଲା । ହାରିବା ଦଳ ଆଇପିଏଲରୁ ବାହାର ହୋଇଯିବ । ତେଣୁ ଟେନସନ ବଢିଯାଇଥିଲା ।
ଋଷଭ ପନ୍ତ ଓ ପୃଥ୍ବୀ ଶଙ୍କ ଭଳି ଖେଳାଳିଙ୍କୁ ସମ୍ଭାଳିବା ଦରକାର ନାହିଁ । ସେମାନେ ନିଜ ତରିକାରେ ଖେଳି ଦଳକୁ ବିଜୟ ଦେବେ । ଏହି ବିଶ୍ବାସ ଥିଲା ବୋଲି ଶ୍ରେୟସ କହିଛନ୍ତି ।

ଖଲିଲ ଅହମ୍ମଦଙ୍କ ଶେଷ ଓଭର ଦିଲ୍ଲୀର ମୁସ୍କିଲ ବଢାଇ ଦେଇଥିଲା । ଅମିତ ମିଶ୍ର ରନ ନେବା ସମୟରେ ୱିକେଟ ସାମ୍ନାରେ ଆସିଯାଇଥିଲେ । ଫଳରେ ତାଙ୍କୁ ଆଉଟ ହେବାକୁ ପଡିଥିଲା । ଦିଲ୍ଲୀ ପ୍ରଥମ ଆଇପିଏଲ ଫାଇନାଲ ଖେଳିବା ଲକ୍ଷ୍ୟଠୁ, ମାତ୍ର ଗୋଟିଏ ବିଜୟ ଦୂରରେ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଖେଳିବ ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.