ETV Bharat / sports

ଇତିହାସ ରଚିଲେ ପ୍ରୟାସ, ବନିଗଲେ ସର୍ବ କନିଷ୍ଠ ଆଇପିଏଲ ଖେଳାଳି - ଆରସିବି

16ବର୍ଷ 157ଦିନ ବୟସରେ ନିଜର ଆଇପିଏଲ୍‌ ଡେବ୍ୟୁ ମ୍ଯାଚ୍‌ ଖେଳି ସର୍ବ କନିଷ୍ଠ ଆଇପିଏଲ କ୍ରିକେଟର ଭାବେ ଇଚିହାସ ରଚିଲେ ଆରସିବିର ପ୍ରୟାସ ବର୍ମନ।

ଡିଜାଇନ ଫଟୋ
author img

By

Published : Mar 31, 2019, 8:32 PM IST

ହାଇଦ୍ରାବାଦ: ଆଇପିଏଲ୍‌ର 12 ତମ ସଂସ୍କରଣର 11ତମ ମ୍ଯାଚ ରବିବାର ସନ ରାଇଜର୍ସ ହାଇଦ୍ରାବାଦ ଏବଂଆରସିବି ମଧ୍ୟରେ ଖେଳାଯାଇଥିଲା ।ତେବେ ସ୍ପିନରପ୍ରୟାସବର୍ମନ ଆରସିବି ପକ୍ଷରୁ ଆଜି ସନରାଇଜର୍ସବିପକ୍ଷରେ ନିଜର ଡେବ୍ୟୁ କରିଛନ୍ତି। ଫଳରେ ସେ ହୋଇଯାଇଛନ୍ତି ଆଇପିଏଲ୍‌ର ସର୍ବ କନିଷ୍ଠ ଯୁବ କ୍ରିକେଟର । ପ୍ରୟାସ 16ବର୍ଷ 157ଦିନ ବୟସରେ ନିଜର ଆଇପିଏଲ୍‌ ଡେବ୍ୟୁ ମ୍ଯାଚଖେଳିଛନ୍ତି।

ଏହା ପୂର୍ବରୁ ଆଫଗାନିସ୍ତାନରସ୍ପିନର ମୁଜୀବ ଉର ରହମାନ (ଜାଦରାନ) 17ବର୍ଷ 157ବୟସରେ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ତେବେ ପ୍ରୟାସ ରବିବାର ଦିନ ଏହି ଲିଗ୍‌ରେ ଡେବ୍ୟୁ କରି ଯୁବ ଖେଳାଳୀ ଭାବେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି ।

ସୂଚନାଥାଉକି, ଆରସିବି 1.5 କୋଟିରେ ସ୍ପିନର ପ୍ରୟାସବର୍ମନଙ୍କୁ କିଣିଛି । ପ୍ରୟାସଙ୍କ ଆଦର୍ଶ ହେଲେ ଅଷ୍ଟ୍ରେଲିଆର ସ୍ପିନର୍ ସେନ୍ ଓ୍ବାର୍ନ । ସେ ବଙ୍ଗଳାର 16 ବର୍ଷରୁ କମଟିମ୍‌ର ସଦସ୍ୟ ।

ଆଇପିଏଲ୍‌ରେ ଡେବ୍ୟୁ କରିଥିବା ଯୁବ କ୍ରିକେଟର ହେଲେ-

16ବର୍ଷ 157ଦିନ- ପ୍ରୟାସ ରେ ବର୍ମନ(ଭାରତ), 2019

17ବର୍ଷ 11ଦିନ- ମୁଜୀବ ଉର ରହମାନ( ଆଫଗାନିସ୍ତାନ),2018

17ବର୍ଷ 177ଦିନ-ସରଫରାଜ ଖାନ( ଭାରତ), 2015

17ବର୍ଷ 179ଦିନ-ପ୍ରଦୀପ ସାଙ୍ଗଓ୍ବାନ( ଭାରତ), 2008

17ବର୍ଷ 199ଦିନ-ଓ୍ବାଶିଙ୍ଗଟନ ସୁନ୍ଦର ( ଭାରତ), 2017

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfWDFF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.