ବ୍ରିଷ୍ଟଲ: ସାତ ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ମହିଳା ଟିମ ଇଣ୍ଡିଆ । ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ପୂର୍ବରୁ ଧଳା ଜର୍ସି ପିନ୍ଧି ଭାରତୀୟ ଯୁବ ଖେଳାଳି ଅଭ୍ୟାସ କରିଛନ୍ତି ।
-
💬💬 They should just enjoy playing this format.
— BCCI Women (@BCCIWomen) June 15, 2021 " class="align-text-top noRightClick twitterSection" data="
Ahead of the Test against England, #TeamIndia captain @M_Raj03 has a message for the debutants 👍👍 #ENGvIND pic.twitter.com/KQTRA70mVn
">💬💬 They should just enjoy playing this format.
— BCCI Women (@BCCIWomen) June 15, 2021
Ahead of the Test against England, #TeamIndia captain @M_Raj03 has a message for the debutants 👍👍 #ENGvIND pic.twitter.com/KQTRA70mVn💬💬 They should just enjoy playing this format.
— BCCI Women (@BCCIWomen) June 15, 2021
Ahead of the Test against England, #TeamIndia captain @M_Raj03 has a message for the debutants 👍👍 #ENGvIND pic.twitter.com/KQTRA70mVn
ଟିମରେ ଏପରି ଖେଳାଳି ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଫଳରେ କୋଚ୍ ରମେଶ ପାୱର ଯୁବ ଖେଳାଳିଙ୍କୁ ଟେଷ୍ଟ ଜର୍ସିରେ ଅଭ୍ୟାସ କରିବାକୁ ଯୋଜନା କରିଥିଲେ । 4ରୁ 5ଟି ସେସନ ଟିମ ଏକତ୍ର ଭାବେ ଅଭ୍ୟାସ କରିଥିବା କ୍ୟାପଟେନ ମିତାଲି ରାଜ ସ୍ପଷ୍ଟ କରିଛନ୍ତି ।
-
We surely can't wait to see @JhulanG10 running in and bowling her heart out for #TeamIndia. 🔥 pic.twitter.com/xKiTPWSQ2o
— BCCI Women (@BCCIWomen) June 12, 2021 " class="align-text-top noRightClick twitterSection" data="
">We surely can't wait to see @JhulanG10 running in and bowling her heart out for #TeamIndia. 🔥 pic.twitter.com/xKiTPWSQ2o
— BCCI Women (@BCCIWomen) June 12, 2021We surely can't wait to see @JhulanG10 running in and bowling her heart out for #TeamIndia. 🔥 pic.twitter.com/xKiTPWSQ2o
— BCCI Women (@BCCIWomen) June 12, 2021
ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଓ ଟି20 ସିରିଜ ମଧ୍ୟ ଖେଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ