ETV Bharat / sports

7 ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳିବ ମହିଳା ଟିମ ଇଣ୍ଡିଆ

author img

By

Published : Jun 15, 2021, 10:25 PM IST

ମିତାଲି ରାଜଙ୍କ ନେତୃତ୍ବରେ ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ । ଅଧିକ ପଢନ୍ତୁ...

Indian women's team practices in whites to calm nerves
7 ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳିବ ମହିଳା ଟିମ ଇଣ୍ଡିଆ

ବ୍ରିଷ୍ଟଲ: ସାତ ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ମହିଳା ଟିମ ଇଣ୍ଡିଆ । ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ । ଏହି ମ୍ୟାଚ୍‌ ପୂର୍ବରୁ ଧଳା ଜର୍ସି ପିନ୍ଧି ଭାରତୀୟ ଯୁବ ଖେଳାଳି ଅଭ୍ୟାସ କରିଛନ୍ତି ।

ଟିମରେ ଏପରି ଖେଳାଳି ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଫଳରେ କୋଚ୍‌ ରମେଶ ପାୱର ଯୁବ ଖେଳାଳିଙ୍କୁ ଟେଷ୍ଟ ଜର୍ସିରେ ଅଭ୍ୟାସ କରିବାକୁ ଯୋଜନା କରିଥିଲେ । 4ରୁ 5ଟି ସେସନ ଟିମ ଏକତ୍ର ଭାବେ ଅଭ୍ୟାସ କରିଥିବା କ୍ୟାପଟେନ ମିତାଲି ରାଜ ସ୍ପଷ୍ଟ କରିଛନ୍ତି ।

ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଓ ଟି20 ସିରିଜ ମଧ୍ୟ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.