ETV Bharat / sports

Chandrayaan-3: କ୍ରିକେଟ୍‌ ଜଗତରେ ସେଲିବ୍ରେସନ୍‌, ISROକୁ ଶୁଭେଚ୍ଛା ଜଣାଇଲେ ଷ୍ଟାର କ୍ରିକେଟର୍‌ - ଚନ୍ଦ୍ରଯାନ ୩ ମିଶନ ସଫଳ

ଚନ୍ଦ୍ରଯାନ ୩ ମିଶନ ସଫଳ ହେବାପରେ ସାରା ବିଶ୍ବରୁ ISRO ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବିଭିନ୍ନ ଷ୍ଟାର୍‌ କ୍ରିକେଟର ମଧ୍ୟ ଇସ୍ରୋକୁ ଅଭିନନ୍ଦନ ଜଣାିଛନ୍ତି । ଅଧିକ ପଢ଼ନ୍ତୁ

ISROକୁ ଶୁଭେଚ୍ଛା ଜଣାଇଲେ ଷ୍ଟାର କ୍ରିକେଟର୍‌
ISROକୁ ଶୁଭେଚ୍ଛା ଜଣାଇଲେ ଷ୍ଟାର କ୍ରିକେଟର୍‌
author img

By ETV Bharat Odisha Team

Published : Aug 23, 2023, 9:43 PM IST

ହାଇଦ୍ରାବାଦ: ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତ । ସଫଳ ହୋଇଛି ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନ । ଏହାପରେ ସାରା ଦେଶରେ ଉତ୍ସବର ମାହୋଲ । ଏପରିକି ଭାରତ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବାସୀ ଭାରତୀୟମାନେ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ଖୋଦ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ବିଶ୍ବର କୋଣ ଅନୁକୋଣରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆୟରଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଏହି ଐତିହାସିକ ମୁହୂର୍ତ୍ତକୁ LIVE ଉପଭୋଗ କରିବା ସହ ସେଠାରେ ସେଲିବ୍ରେସନ୍‌ କରୁଥିବାର ଭିଡିଓ ବିସିସିଆଇ ଏହାର X ହ୍ୟାଣ୍ଡେଲ୍‌ରେ ସେୟାର କରିଛି । ଏହା ସହିତ କ୍ରିକେଟ୍‌ ଜଗତରୁ ଇସ୍ରୋ ନିକଟକୁ ଶୁଭେଚ୍ଛା ଛୁଟିଛି । ପୂର୍ବତନ ଖେଳାଳିଙ୍କ ସମେତ ଭାରତୀୟ କ୍ରିକେଟ ଦଳର ଅନେକ ତାରକା ଖେଳାଳି ନିଜ ନିଜର X ହ୍ୟାଣ୍ଡେଲ୍‌ରେ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

  • विजयी विश्व तिरंगा प्यारा, झंडा ऊँचा रहे हमारा
    @ISRO represents the best of India. Humble, hardworking women & men, coming together, overcoming challenges, and making our tricolour fly high.

    India must celebrate and congratulate the Chandrayaan-2 team, which was led by Shri K… pic.twitter.com/WpQn14F1Mh

    — Sachin Tendulkar (@sachin_rt) August 23, 2023 " class="align-text-top noRightClick twitterSection" data=" ">

ନିଜ X ହ୍ୟାଣ୍ଡେଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଲେଖିଛନ୍ତି, "ବିଜୟୀ ବିଶ୍ବ ତ୍ରିରଙ୍ଗା ପ୍ୟାରା, ଝଣ୍ଡା ଉଁଚା ରହେ ହମାରା, ISROର ସମସ୍ତ ପରିଶ୍ରମୀ ମହିଳା ଏବଂ ପୁରୁଷ ଏକାଠି ହେବା, ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଏବଂ ଆମର ତ୍ରିରଙ୍ଗାକୁ ସବୁଠାରୁ ଉଚ୍ଚରେ ଉଡ଼ାଇ ISRO ଆଜି ଭାରତକୁ ଗର୍ବିତ କରିଛି । ଏସ ସୋମନାଥଙ୍କ ଚନ୍ଦ୍ରଯାନ-୩ ଟିମ୍‌ ସହିତ କେ ଶିବନଙ୍କ ନେତୃତ୍ବରେ ଚନ୍ଦ୍ରଯାନ-୨ ଦଳକୁ ମଧ୍ୟ ଭାରତବାସୀ ଶୁଭେଚ୍ଛା ଜଣାଇବା ଉଚିତ । କାରଣ ସପ୍ରତି ବିଫଳତା ହିଁ ଆମକୁ ସଫଳତା ଦେଇଥାଏ, ତାହା ଚନ୍ଦ୍ରଯାନ ମିଶନ ହେଉ କିମ୍ବା ଜୀବନ । ଜୟ ହିନ୍ଦ୍‌ ।"

  • Many congratulations to the #Chandrayaan3 team. You have made the nation proud 🇮🇳
    Jai Hind!

    — Virat Kohli (@imVkohli) August 23, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Chandrayaan-3: ସଫଳ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ, ଐତିହାସିକ କ୍ଷଣକୁ LIVE ଉପଭୋଗ କଲା ଟିମ୍‌ ଇଣ୍ଡିଆ

ଏହା ମଧ୍ୟ ପଢ଼ନ୍ତୁ...Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

  • 🇮🇳 - The 𝐟𝐢𝐫𝐬𝐭 𝐧𝐚𝐭𝐢𝐨𝐧 to reach the lunar south pole.
    That's got a nice ring to it 👏

    A proud moment for each one of us & a big congratulations to @isro for all their efforts.

    — Rohit Sharma (@ImRo45) August 23, 2023 " class="align-text-top noRightClick twitterSection" data=" ">

ସେହିଭଳି ଭେଟେରାନ୍‌ ବ୍ୟାଟର୍‌ ବିରାଟ କୋହଲି ଲେଖିଛନ୍ତି, "ଚନ୍ଦ୍ରଯାନ-୩ ଟିମ୍‌କୁ ବହୁତ ଶୁଭେଚ୍ଛା । ଆପଣମାନେ ସମଗ୍ର ଦେଶକୁ ଗର୍ବିତ କରାଇଛନ୍ତି । ଜୟ ହିନ୍ଦ୍‌ ।" ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ୍‌ ଶର୍ମା ଲେଖିଛନ୍ତି, "ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ହେଉଛି ପ୍ରଥମ ଦେଶ । ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ISROର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ।" ସ୍ପିନ୍‌ ଷ୍ଟାର୍‌ ରବିଚନ୍ଦ୍ରନ ଅଶ୍ବିନ ଲେଖିଛନ୍ତି, "ଅସାଧାରଣ ସଫଳତା ପାଇଁ ISROକୁ ଶୁଭେଚ୍ଛା । ଜୟ ହିନ୍ଦ୍‌ ।" ସେହିଭଳି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ୍‌ ଲେଖିଛନ୍ତି, "ଚନ୍ଦ୍ରରେ ସଫଳତାର ସହ ସୂକ୍ଷ୍ମ ଅବତରଣ ଆମେ କରିଲୁ । ISRO ଏବଂ ଅନ୍ୟ ସମସ୍ତଙ୍କୁ ଶୁଭେଚ୍ଛା, ଯେଉଁମାନେ ଏହି ଐତିହାସିକ ମିଶନ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.