ETV Bharat / sports

IND vs ZIM 3rd ODI, ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By

Published : Aug 22, 2022, 12:49 PM IST

ଜିମ୍ବେୱେ ବିପକ୍ଷ ଦିନିକିଆ ସିରିଜ କ୍ଳିନସୁଇପ ଲକ୍ଷ୍ୟରେ ଭାରତୀୟ ଟିମ । ଆଜି ତୃତୀୟ ଦିନିକିଆ ଖେଳାଯାଉଥିବାବେଳେ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍‌ ଲୋକେଶ ରାହୁଲ । ଅଧିକ ପଢନ୍ତୁ

ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତ ଓ ଘରୋଇ ଜିମ୍ବାୱେ ମଧ୍ୟରେ ଆଜି (ସୋମବାର) ଖେଳାଯାଉଛି ତୃତୀୟ ତଥା ଅନ୍ତିମ ଦିନିକିଆ । ହାରାରେ ସ୍ପୋର୍ଟ କ୍ଲବ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଉଛି । ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ୍‌ ଲୋକେଶ ରାହୁଲ । ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ଅଭେଶ ଖାନ ଓ ଦୀପକ ଚହରଙ୍କୁ ଏକାଦଶରେ ସାମିଲ କରାଯାଇଛି । ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରି ସାରିଛି ଟିମ ଇଣ୍ଡିଆ । ଅନ୍ତିମ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଦଳ ।

KL Rahul has won the toss and we will bat first in the 3rd ODI.

A look at our Playing XI for the game. Two changes for #TeamIndia

Avesh Khan and Deepak Chahar in for Siraj and Prasidh.

Live - https://t.co/ZwXNOvRwhA #ZIMvIND pic.twitter.com/Ef3AwRykMt

— BCCI (@BCCI) August 22, 2022

ଚୂଡାନ୍ତ ଏକାଦଶ:

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଇଶାନ କିଶନ, ଦୀପକ ହୁଡ୍ଡା, ସଞ୍ଜୁ ସାମସନ (ୱିକେଟ କିପର), ଅକ୍ଷର ପଟେଲ, ଦୀପକ ଚହର, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ଅଭେଶ ଖାନ ।

ଜିମ୍ବାୱେ: ଟି ମାରୁମାନି, ଆଇ କାଇଆ, ଏସ ୱିଲିମସ, ଟି ମୁମିୱଙ୍ଗା, ଏସ ରାଜା, ଆର ଚକାବା (ଅଧିନାୟକ), ଆର ବୁର୍ଲ, ଏଲ ଜଙ୍ଗୱେ, ବି ଇଭାନସ, ଭି ନୟ୍ୟୁଚି, ଆର ନଗାରାଭା ।

ହାଇଦ୍ରାବାଦ: ଭାରତ ଓ ଘରୋଇ ଜିମ୍ବାୱେ ମଧ୍ୟରେ ଆଜି (ସୋମବାର) ଖେଳାଯାଉଛି ତୃତୀୟ ତଥା ଅନ୍ତିମ ଦିନିକିଆ । ହାରାରେ ସ୍ପୋର୍ଟ କ୍ଲବ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯାଉଛି । ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ୍‌ ଲୋକେଶ ରାହୁଲ । ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ଅଭେଶ ଖାନ ଓ ଦୀପକ ଚହରଙ୍କୁ ଏକାଦଶରେ ସାମିଲ କରାଯାଇଛି । ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରି ସାରିଛି ଟିମ ଇଣ୍ଡିଆ । ଅନ୍ତିମ ଦିନିକିଆ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଦଳ ।

ଚୂଡାନ୍ତ ଏକାଦଶ:

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଇଶାନ କିଶନ, ଦୀପକ ହୁଡ୍ଡା, ସଞ୍ଜୁ ସାମସନ (ୱିକେଟ କିପର), ଅକ୍ଷର ପଟେଲ, ଦୀପକ ଚହର, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ, ଅଭେଶ ଖାନ ।

ଜିମ୍ବାୱେ: ଟି ମାରୁମାନି, ଆଇ କାଇଆ, ଏସ ୱିଲିମସ, ଟି ମୁମିୱଙ୍ଗା, ଏସ ରାଜା, ଆର ଚକାବା (ଅଧିନାୟକ), ଆର ବୁର୍ଲ, ଏଲ ଜଙ୍ଗୱେ, ବି ଇଭାନସ, ଭି ନୟ୍ୟୁଚି, ଆର ନଗାରାଭା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.