ETV Bharat / sports

Pink-Ball Test: ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରୁଛି ଭାରତ - ବେଙ୍ଗାଲୁରୁ ପିଙ୍କ୍‌ ବଲ ଟେଷ୍ଟ ଭାରତୀୟ ସ୍କ୍ବାଡ୍‌

ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ । ଏହି ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India win toss, opt to bat against Sri Lanka
Pink-ball Test: ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରୁଛି ଭାରତ
author img

By

Published : Mar 12, 2022, 3:28 PM IST

ବେଙ୍ଗାଲୁରୁ: ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ । ଏହି ଦିବାରାତ୍ର ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ ଇଣ୍ଡିଆ । ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ଟିମ ୧-୦ରେ ଆଗୁଆ ରହିଛି । ଫଳରେ ଏହି ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ବିଜୟ ସହ କ୍ଳିନସୁଇପ ଲକ୍ଷ୍ୟରେ ରହିଛି ଭାରତ । ବର୍ତ୍ତମାନ ସୁଦ୍ଧା ଭାରତ 2ଟି ଓ୍ବିକେଟ ହରାଇ 19 ଓଭର ବ୍ୟାଟିଂ କରି 62 ରନ ସଂଗ୍ରହ କରିଛି ।

ଏଥିସହ ଗୁରୁତ୍ବପୂର୍ଣ୍ଣ ବିଶ୍ବ ଟେଷ୍ଟ ଚାମ୍ପିୟନସିପ(WTC) ପଏଣ୍ଟ ହାତେଇ ପଏଣ୍ଟ ଟେବୁଲର ଶୀର୍ଷକ୍ରମରେ ସ୍ଥାନ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ପ୍ରଥମ ମ୍ୟାଚ୍‌ରେ ମୋହାଲିରେ ଇଂନିସ ପରାଜୟ ପରେ ବେଙ୍ଗାଲୁରୁରେ ସିରିଜ ପରାଜୟ ଏଡାଇବାକୁ ଭ୍ରମଣକାରୀ ଶ୍ରୀଲଙ୍କା ପାଖରେ ଶେଷ ସୁଯୋଗ ରହିଛି ।

ଟିମ:

ଭାରତ(ଚୁଡାନ୍ତ ଏକାଦଶ): ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା(କ୍ୟାପେଟନ୍‌), ହନୁମା ବିହାରୀ, ବିରାଟ କୋହଲି, ଋଷଭ ପନ୍ତ(ୱିକେଟ କିପର), ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ମହମ୍ମଦ ସାମି ଓ ଜଶପ୍ରୀତ ବୁମରା ।

ଶ୍ରୀଲଙ୍କା(ଚୁଡାନ୍ତ ଏକାଦଶ): ଦିମୁଥ କରୁଣାରତ୍ନେ(କ୍ୟାପେଟନ୍‌), ଲାହିରୁ ଥିରିମାନେ, କୁଶାଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଧନଞ୍ଜୟ ଦି ସିଲଭା, ଚାରିଥ ଅସଲାଙ୍କା, ନିରୋସାନ ଡିକୱାଲା(ୱିକେଟ କିପର), ସୁରଙ୍ଗା ଲକମଲ, ଲସିଥ ଏମ୍ବୁଲଦେନିୟା, ବିଶ୍ବା ଫର୍ନାଣ୍ଡୋ, ପ୍ରବୀଣ ଜୟୱିକରାମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.