କଲମ୍ବୋ: ଏଠାରେ ଶିଖର ଧାୱନଙ୍କ ନେତୃତ୍ବରେ ଭାରତୀୟ ସୀମିତ ଓଭର ଟିମ ଗୁରୁବାର ଲାଇଟ୍ରେ ପ୍ରଥମ ଅଭ୍ୟାସ କରିଛି । BCCI ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅଭ୍ୟାସ ସମୟର ଫଟୋ ସେୟାର କରିଛି ।
-
Time to hit the nets 💪🏻
— BCCI (@BCCI) July 15, 2021 " class="align-text-top noRightClick twitterSection" data="
Our first practice session under lights begins now 👌🏻#TeamIndia #SLvIND pic.twitter.com/wHjf3rdLYw
">Time to hit the nets 💪🏻
— BCCI (@BCCI) July 15, 2021
Our first practice session under lights begins now 👌🏻#TeamIndia #SLvIND pic.twitter.com/wHjf3rdLYwTime to hit the nets 💪🏻
— BCCI (@BCCI) July 15, 2021
Our first practice session under lights begins now 👌🏻#TeamIndia #SLvIND pic.twitter.com/wHjf3rdLYw
ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଆଗାମୀ ଭାରତ ଓ ଶ୍ରୀଲଙ୍କା ସୀମିତ ଓଭର ସିରିଜର ସଂଶୋଧିତ ସୂଚୀ ଘୋଷଣା କରିଥିଲେ ।
ଏହି ଗସ୍ତରେ ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆ 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି । ସିରିଜର ପ୍ରଥମ ମ୍ୟାଚ 18 ଜୁଲାଇ 2021ରୁ ଆରମ୍ଭ ହେବ ।
ଦିନିକିଆ ସିରିଜର ମ୍ୟାଚ ଜୁଲାଇ 18, 20 ଓ 23ରେ ଖେଳାଯିବ । ସେହିପରି ଟି20 ସିରିଜର 3ଟି ମ୍ୟାଚ୍ ଜୁଲାଇ 25, 27 ଓ 29ରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ