ETV Bharat / sports

Ind vs Aus 2nd T20: ବର୍ଷା କାରଣରୁ ମ୍ୟାଚ ବିଳମ୍ୱ - ଭାରତ ଅଷ୍ଟ୍ରେଲିଆ ମ୍ୟାଚ

ନାଗପୁରରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ( India VS Australia ) ଦ୍ବିତୀୟ ଟି୨୦ ଖେଳିବା ନେଇ ଖେଳ ସୂଚୀ ଧାର୍ଯ୍ୟ ହୋଇଥିଲା । ତେବେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ମ୍ୟାଚ ବିଳମ୍ବରେ ଆରମ୍ଭ ହେବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Ind vs Aus 2nd T20 : ବର୍ଷା କାରଣରୁ ମ୍ୟାଚ ବିଳମ୍ବ, ଏପର୍ଯ୍ୟନ୍ତ ଟସ ପଡିନାହିଁ

author img

By

Published : Sep 23, 2022, 9:01 PM IST

ହାଇଦ୍ରାବାଦ: ନାଗପୁରରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ( India VS Australia ) ଦ୍ବିତୀୟ ଟି୨୦ ଖେଳିବା ନେଇ ଖେଳ ସୂଚୀ ଧାର୍ଯ୍ୟ ହୋଇଥିଲା । ତେବେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ମ୍ୟାଚ ଆରମ୍ଭ ହୋଇପାରିନାହିଁ । ଷ୍ଟାଡିୟମ ଓଦା ଥିବାରୁ ଏହି ମ୍ୟାଚ ବିଳମ୍ବରେ ଆରମ୍ଭ ହେବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ନାଗପୁରରେ ବର୍ଷା କାରଣରୁ ଉଭୟ ଦଳ ମଧ୍ୟରେ ଟସ ପଡି ପାରିନାହିଁ । ସନ୍ଧ୍ୟା ୭ ଟା ରେ ହେବାକୁ ଥିବା ମ୍ୟାଚ ରାତି ୮.୪୫ ପର୍ଯ୍ୟନ୍ତ ବିଳମ୍ବ ରଖାଯାଇଛି । ଅମ୍ପାୟାରମାନେ ପ୍ରଥମେ ସନ୍ଧ୍ୟା 7 ଟାରେ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ । ହେଲେ ଓଦା ଗ୍ରାଉଣ୍ଡରେ ମ୍ୟାଚ ଅସମ୍ଭବ ବୋଲି ଯାଞ୍ଚ ପରେ ଜଣା ପଡିଥିଲା । ଅମ୍ପାୟାରମାନେ ଅଧିନାୟକ ରୋହିତ ଶର୍ମା ( Rohit Sharma ) ଏବଂ ଆରୋନ ଫିଞ୍ଚଙ୍କ ( Aaron finch ) ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ତେବେ ମ୍ୟାଚ କେତେବେଳେ ଆରମ୍ଭ ହେବ ଷ୍ଟାଡିୟମ ଶୁଖିବା ଉପରେ ତାହା ନିର୍ଭର କରେ । ସେପଟେ ଭାରତ ପ୍ରଥମ ଟି୨୦ ମ୍ୟାଚ ଅଷ୍ଟ୍ରେଲିଆ ଠାରୁ ୪ ୱିକେଟରେ ପରାସ୍ତ ହେବା ପରେ ଦ୍ବିତୀୟ ଟି୨୦ ମ୍ୟାଚ ହାତେଇବା ନେଇ ଲକ୍ଷ୍ୟ ରଖିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.