ETV Bharat / sports

Ind vs Aus 2nd T20: ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ - ରୋହିତଙ୍କ ବୋଲିଂ ନିଷ୍ପତ୍ତି

ଆଜି ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ।

Ind vs Aus 2nd T20 : ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

author img

By

Published : Sep 23, 2022, 9:25 PM IST

Updated : Sep 23, 2022, 9:55 PM IST

ହାଇଦ୍ରାବାଦ: ଆଜି ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ । ନାଗପୁରରେ ବର୍ଷା କାରଣରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି । ତେବେ 8 ଓଭର ବିଶିଷ୍ଟ ଏହି ମ୍ୟାଚ ଖେଳାଯାଉଛି ।

ଚୂଡାନ୍ତ ଏକାଦଶ ଭାରତ

କେଏଲ ରାହୁଲ, ରୋହିତ ଶର୍ମା ( ଅଧିନାୟକ ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଜଶପ୍ରିତ ବୁମରା, ୟୁଜିବେନ୍ଦ୍ର ଚହଲ

ଚୂଡାନ୍ତ ଏକାଦଶ ଅଷ୍ଟ୍ରେଲିଆ

ଆରୋନ ଫିଞ୍ଚ ( ଅଧିନାୟକ ), କେମ୍ରନ ଗ୍ରୀନ, ଷ୍ଟିଭେନ ସ୍ମିଥ, ଗ୍ଲେନ ମାକ୍ସୱେଲ, ସିଏନ ଆବୋଟ, ଟିମ ଡେଭିଡ, ମାଥ୍ୟୁ ୱାଡେ, ପେଟ କମିନ୍ସ, ଡାନିଏଲ ସାମ୍ସ, ଆଦାମ ଜମ୍ପା, ଜୋଶ ହାଜଲଉଡ

Last Updated : Sep 23, 2022, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.