ETV Bharat / sports

ICC Women T20I Rankings: ପୁଣି ଶୀର୍ଷରେ ଶେଫାଳି, ଚତୁର୍ଥକୁ ଖସିଲେ ସ୍ମୃତି

author img

By

Published : Jan 25, 2022, 8:14 PM IST

ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମା, ଅଷ୍ଟ୍ରେଲିଆର ବେଥ୍‌ ମୁନିଙ୍କୁ ପଛରେ ପକାଇ ପୁନର୍ବାର ଟି-୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅଧିକ ପଢନ୍ତୁ

ICC Women T20I Rankings: Shafali Verma regains top spot, Mandhana drops to fourth
ICC Women T20I Rankings: ପୁଣି ଶୀର୍ଷରେ ଶେଫାଳି, ଚତୁର୍ଥକୁ ଖସିଲେ ସ୍ମୃତି

ଦୁବାଇ: ପ୍ରକାଶ ପାଇଛି ICC ମହିଳା ଟି-୨୦ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମା ଅଷ୍ଟ୍ରେଲିଆର ବେଥ୍‌ ମୁନିଙ୍କୁ ପଛରେ ପକାଇ ପୁନର୍ବାର ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ ମୁନି । ଶେଫାଳି ପୂର୍ବରୁ ICC ମହିଳା ଟି-୨୦ ବିଶ୍ବକପ ୨୦୨୦ ସମୟରେ ପ୍ରଥମ ଥର ଶୀର୍ଷ ମାନ୍ୟତା ହାସଲ କରିଥିଲେ । ଅନ୍ୟପଟେ ଅନ୍ୟତମ ଷ୍ଟାର ଓପନର ସ୍ମୃତି ମାନ୍ଧାନା ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି ।

ଏହାମଧ୍ୟ ପଢନ୍ତୁ: Asia Cup Hockey: ସେମିଫାଇନାଲରେ ମହିଳା ହକି ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆ କ୍ୟାପଟେନ ମେଗ ଲାନିଙ୍ଗ ଓ ଅଲରାଉଣ୍ଡର ତମହିଲା ମାକଗ୍ରାଥ୍‌ ପ୍ରକାଶିତ ମାନ୍ୟତାରେ ଉପରକୁ ଉଠିଛନ୍ତି । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ବିଜୟରେ ଉଭୟ ବିଶେଷ ଭୂମିକା ନିଭାଇଥିଲେ । ଉଭୟ ୧୪୪ ରନ୍‌ର ଅପରାଜିତ ଭାଗିଦାରୀ ସହ ଟିମକୁ ବିଜୟୀ କରାଇଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.