ETV Bharat / sports

IPL 2022: ଟସ୍‌ ଜିତି ପ୍ରଥମେ PBKSକୁ ବ୍ୟାଟିଂ ଆମନ୍ତ୍ରଣ ଦେଲା SRH - ଆଇପିଏଲ ଲାଟେଷ୍ଟ ଖବର

IPL 2022ର ୨୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ୍‌ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

IPL 2022: ଟସ୍‌ ଜିତି ପ୍ରଥମେ PBKSକୁ ବ୍ୟାଟିଂ ଆମନ୍ତ୍ରଣ ଦେଲା SRH

author img

By

Published : Apr 17, 2022, 3:14 PM IST

ମୁମ୍ବାଇ: IPL 2022ର ୨୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ୍‌ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବର୍ତ୍ତମାନ ସୁଦ୍ଧା ହାଇଦ୍ରାବାଦ ଓ ପଞ୍ଜାବ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସପ୍ତମ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ପଞ୍ଜାବ କିଙ୍ଗ୍‌ସ ୫ଟି ମ୍ୟାଚ୍‌ ମଧ୍ୟରୁ ୩ଟି ବିଜୟ ହାସଲ କରିଥିବାବେଳେ ହାଇଦ୍ରାବାଦ ମଧ୍ୟ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ । ଆଜିର ମ୍ୟାଚ୍‌ ପାଇଁ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଗୋଇଠିରେ ଆଘାତ ଯୋଗୁଁ ତାଙ୍କ ସ୍ଥାନରେ ବ୍ୟାଟର ପ୍ରଭାସୀମନ୍ ସିଂଙ୍କୁ ଦଳରେ ସାମିଲ କରାଯାଇଛି ।

ପଞ୍ଜାବ କିଙ୍ଗ୍‌ସ ଚୂଡ଼ାନ୍ତ ଏକାଦଶ

ଶିଖର ଧାୱନ(ଅଧିନାୟକ), ଜନି ବେୟାରଷ୍ଟୋ, ପ୍ରଭାସୀମନ୍ ସିଂ, ଲିଆମ୍ ଲିଭିଂଷ୍ଟୋନ୍, ଜିତେଶ ଶର୍ମା, ଶାହାରୁଖ ଖାନ୍, ଓଡିନ୍ ସ୍ମିଥ୍, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ, ବୈଭବ ଅରୋରା ।

ଚେନ୍ନାଇ ସୁପର କିଙ୍ଗ୍‌ସ ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମକ୍ରମ, ନିକୋଲାସ ପୁରାନ, ଶଶାଙ୍କ ସିଂହ, ଜେ ସୁଚିଥ, ଭୁବନେଶ୍ବର କୁମାର, ମାର୍କୋ ଜାନ୍‌ସେନ୍, ଉମ୍‌ରାନ ମଲିକ, ଟି ନଟରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.