ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ରିକି ପଣ୍ଟିଂ ଅସୁସ୍ଥ । ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟେଷ୍ଟ ମ୍ୟାଚ ସମୟରେ କମେଣ୍ଟ୍ରୀ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ପଣ୍ଟିଂ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
-
Former Australia skipper Ricky Ponting taken to hospital after heart scare while commentating during day three of Australia's first test against West Indies at Perth Stadium, reports Reuters.
— ANI (@ANI) December 2, 2022 " class="align-text-top noRightClick twitterSection" data="
(Photo source: Ponting's Twitter handle) pic.twitter.com/EyKFEzrLsl
">Former Australia skipper Ricky Ponting taken to hospital after heart scare while commentating during day three of Australia's first test against West Indies at Perth Stadium, reports Reuters.
— ANI (@ANI) December 2, 2022
(Photo source: Ponting's Twitter handle) pic.twitter.com/EyKFEzrLslFormer Australia skipper Ricky Ponting taken to hospital after heart scare while commentating during day three of Australia's first test against West Indies at Perth Stadium, reports Reuters.
— ANI (@ANI) December 2, 2022
(Photo source: Ponting's Twitter handle) pic.twitter.com/EyKFEzrLsl
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି । ଏହି ସମୟରେ ସେଠାରେ ପୂର୍ବତନ ଅଷ୍ଚ୍ରେଲିୟ କ୍ରିକେଟର ତଥା ଅଧିନାୟକ ରିକି ପଣ୍ଟିଂ କମେଣ୍ଟ୍ରୀ କରୁଥିଲେ । ତେବେ ଏହି ସମୟରେ ହଠାତ ହୃଦଘାତର ଶିକାର ହୋଇଥିଲେ ରିକି ପଣ୍ଟିଂ । ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ