ETV Bharat / sports

World Cup 2023: ବିଶ୍ବକପ 10 ଦଳର ଫାଇନାଲ ସ୍କ୍ବାଡ, ଭାରତର ଅକ୍ଷରଙ୍କ ସ୍ଥାନରେ ଅଶ୍ବିନୀ - ବିଶ୍ବକପ 2023

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ହାତରେ 5 ଦିନ । ବିଶ୍ବକପରେ ଅଶଂଗ୍ରହଣକାରୀ ସମସ୍ତ ଦଳ ପାଇଁ ଖେଳାଳି ଘୋଷଣା ସରିଛି । ଅଧିକ ପଢନ୍ତୁ

cricket world cup squads fo all teams
World Cup 2023
author img

By ETV Bharat Odisha Team

Published : Sep 29, 2023, 11:00 AM IST

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ହାତରେ ମାତ୍ର ଆଉ 5 ଦିନ । ଏହାରି ଭିତରେ ଆଇସିସି ବିଶ୍ବକପ ପାଇଁ ତାର ଚୂଡାନ୍ତ ଖେଳାଳି ତାଲିକା ପ୍ରକାଶ କରିଛି । ବିଶ୍ବକପରେ ଅଂଶଗ୍ରହଣକାରୀ 10 ଦଳ ପାଇଁ ସ୍କ୍ବାଡ ଘୋଷଣା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ଦଳରେ ସେମାନଙ୍କ ଆହତ ଖେଳାଳିଙ୍କ ସ୍ଥାନ ପରିବର୍ତ୍ତନ କରାଯାଇଛି । ଭାରତର ଅକ୍ଷର ପଟେଲଙ୍କ ସ୍ଥାନରେ ଅଭିଜ୍ଞ ଅଶ୍ବିନୀ ଓ ଅଷ୍ଟ୍ରେଲିଆର ଆଷ୍ଟନ ଅଗରଙ୍କ ସ୍ଥାନରେ ମାନର୍ସ ଲାବୁସାନଙ୍କୁ ସାମିଲ କରାଯାଇଛି ।

10 ଅଂଶଗ୍ରହଣକାରୀ ଦଳର ଖେଳାଳି:

ଭାରତ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର , କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୂଳଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନୀ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ ।

ଅକ୍ଷରଙ୍କ ସ୍ଥାନରେ ଅଶ୍ବିନୀ: ଭାରତୀୟ ବିଶ୍ବକପ ଦଳରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ସାମିଲ କରାଯାଇଛି । ଆଇସିସି ପକ୍ଷରୁ ଭାରତର 15 ଜଣିଆ ଖେଳାଳି ତାଲିକାରେ ପରିବର୍ତ୍ତନ କରାଯାଇଛି । ଏସିଆ କପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଅକ୍ଷରଙ୍କ ସ୍ଥାନରେ ଅଶ୍ବିନୀଙ୍କୁ ଭାରତୀୟ ସ୍କ୍ବାଡରେ ସ୍ଥାନ ମିଳିଛି । ବର୍ତ୍ତମାନ ଅକ୍ଷର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହୋଇଛନ୍ତି । ତାଙ୍କୁ ଫିଟ ହେବାକୁ ଅତି କମରେ 3 ସପ୍ତାହ ଲାଗିବ । ତେଣୁ ତାଙ୍କ ସ୍ଥାନରେ ଅଶ୍ବିନୀଙ୍କୁ ସାମିଲ କରାଯାଇଛି । 2011 ବିଶ୍ବକପ ଚମ୍ପିଆନ ଭାରତର ଦ୍ବିତୀୟ ସଦସ୍ୟ ଭାବେ ଚଳିତ ବର୍ଷ ବିଶ୍ବକପ ଖେଳିବେ ଅଶ୍ବିନୀ । ବିରାଟ କୋହଲି ପ୍ରଥମ ସଦସ୍ୟ ଭାବେ ଦଳରେ ରହିଛନ୍ତି ।

ପାକିସ୍ତାନ ସ୍କ୍ବାଡ: ବାବାର ଆଜମ (ଅଧିନାୟକ), ସହଦେବ ଖାନ, ଫଖରାନ ଜାମନ, ଇମାମ ଉଲ ହକ, ଅବଦୁଲ୍ଲା ସାଫକ, ମହମ୍ମଦ ରିଜୱାନ, ସାଉଡ ସାଖିଲ, ଇଫତିକାର ଅହମ୍ମଦ, ସଲମାନ ଅଲି ଆଘା, ମଦମ୍ମଦ ନୱାଜ, ହାରିସ ରଫ, ହାସନ ଅଲ୍ଲୀ, ସାହିନ ଆଫ୍ରିଦି, ମହମ୍ମଦ ୱାସିମ ।

ନ୍ୟୁଜିଲାଣ୍ଡ ସ୍କ୍ବାଡ: କେନ ୱିଲିୟମସନ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମ୍ୟାଚ, ଡାରିଲ ମିଚେଲ, ଜିମ୍ମି ନୀଶାନ, ରଚିନ ରବୀନ୍ଦ୍ର, ୱିଲ ୟଙ୍ଗ, ମିଚେଲ ସାଣ୍ଟନର, ଡେଭନ କନୱେ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ଲକି ଫର୍ଗୁସନ, ମ୍ୟାଚ ହେନରୀ, ଇଶ ଶୋଧୀ, ଟିମ ସାଉଦି ।

ଆଫଗାନିସ୍ତାନ ସ୍କ୍ବାଡ: ଇବ୍ରାହିମ ଡଡ୍ରାନ, ରିଆଦ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ରଗମତ ଶାହ, ମହମ୍ମଦ ନବୀ, ରସିଦ ଖାନ, ଅଜମତୁଲ୍ଲା ଗୁରୁବାଜ, ଇକ୍ରାମ ଆଲିଖିଲ, ଅବଦୁଲ୍ଲ ରହମନ, ନୁର ଅହମ୍ମଦ, ମୁଜିବ ଉର ରେହମାନ, ଫଜଲହକ ଫାରୁକି, ନବୀନ ଉଲ ହକ ।

ଏହା ବି ପଢନ୍ତୁ...World Cup: 7 ବର୍ଷ ପରେ ଭାରତରେ ପାକିସ୍ତାନ, ଶୁକ୍ରବାର ନ୍ୟୁଜିଲାଣ୍ଡ ସହ ୱାର୍ମ୍‌ଅପ୍‌ ମୁକାବିଲା

ଅଷ୍ଟ୍ରେଲିଆ ସ୍କ୍ବାଡ: ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ମାର୍ନସ ଲାହୁସାନା, କାମରେନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନି, ସିନ ଆବଟ୍ଟ, ଆଲେକ୍ସ କ୍ୟାରୀ, ଜୋସ ଇଂଲିଶ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ ହାଜଲେଉଡ, ଆଡାମ ଜାମ୍ପା ।

ବାଂଲାଦେଶ ସ୍କ୍ବାଡ: ନାଜମୁଲ ହୋସେନ ସାଣ୍ଟୋ, ତୋହିଦ ହୃହୟ, ତାଞ୍ଜିତ ହାସନ, ଶାକିବ ଅଲ ହାସନ (ଅଧିନାୟକ), ମେବେଦୀହାସାନ ମହମ୍ମଦୁଲ୍ଲା ରାୟାଦ, ମେହଦୀ ହାସନ ମିରାଜ, ମୁସଫିକର ରହିମ, ଲିଟନ ଦାସ, ତାସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଦାସନ ମହମ୍ମଦ, ଶୋରିଫୁଲ ଇସଲାମ, ନାସୁମ ଅହମ୍ମଦ, ତାଞ୍ଜିମ ହାସାନ ସାକିବ ।

ଇଲଂଣ୍ଡ ସ୍କ୍ବାଡ: ହ୍ୟାରୀ ବ୍ରୁକ, ଲିଆମ ଲିଭିଂଷ୍ଟୋନ, ଡାୱିଡ ମଲାନ, ଜୋ ରୁଟ, ମୋଇନ ଅଲ୍ଲୀ, ବେନ ଷ୍ଟୋକ୍ସ, ସାମ କୁରାନ, ଡେଭିଡ ୱିଲୀ, କ୍ରିସ ୱକ୍ସ, ଜୋଶ ବଟଲର (ଅଧିନାୟକ), ଜନ୍ନୀ ବେୟାରଷ୍ଟୋ, ଗସ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ମାର୍କ ଉଡ ।

ନେଦରଲାଣ୍ଡସ ସ୍କ୍ବାଡ: ବିକ୍ରମାଜିତ ସିଂହ, ସାକିବ ଜୁଲଫିକର, ସିବ୍ରାଣ୍ଡ ଏନଗେଲବ୍ରେଚ,କଲିନ ଆକରମାନ, ବାସ ଡି ଲିଡ, ତେଜା ନିଦାମାନୁରୁ, ଶାରିକ ଅହମ୍ମଦ, ମାକ୍ସ ଓଡୋୱଡ, ରୋଏଲଫ ଭାନ ଡର ମରୱେ, ସ୍କଟ ଏଡପାର୍ଡ୍ସ, (ଅଧିନାୟକ), ୱେସଲୀ ବାରୋସୀ, ଲୋଗାନ ଭାନ ବିକ, ରୟାନ କ୍ଲେଇନ, ଆର୍ଯ୍ୟାନ ଦତ୍ତ, ପଲ ଭାନ ମିକେରନ ।

ଦକ୍ଷିଣ ଆଫ୍ରିକା ସ୍କ୍ବାଡ: ତେମ୍ବା ବାଭୁମା (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଆଇଡେନ ମାର୍କରାମ, ଡେଭିଡ ମିଲର, ରାସି ଭାନ ଡର ଡୁସେନ, ମାର୍କୋ ଜାନସେନ, ଅଣ୍ଡିଲ ଫେଲୁକାୱାଓ, କ୍ବିଣ୍ଟନ ଡି କକ୍, ହେନରିକ କ୍ଲାସେନ, ଗେରାଲ୍ଡ କୋଏଜି, କେଶବ ମହାରାଜ. ଲୁନଗି ଏନଗିଡି, କାଗିସୋ ରାବାଡା, ତାବ୍ରେଜ ସାମସି, ଲିଜାର୍ଡ ୱିଲିୟମ୍ସ ।

ଶ୍ରୀଲଙ୍କା ସ୍କ୍ବାଡ: ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, ଦାସୁନ ସାନକା (ଅଧିନାୟକ), ଚାରିତ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, କୁଶାଳ ମେଣ୍ଡିସ, କୁଶାଳ ପେରେରା, ସାଦିରା ସମରବିକ୍ରମା, ଦୁସାନ ହେମନ୍ଥ, ମାହୀଶ ଥିକସାନା, ଦୁନିଥ ୱେଲାଲାଗେ, କସୁନ ରଜିଥା, ମଥିଶା ପତିରାଣଆ, ଲାହିରୁ କୁମାର, ହିଲସାନା ମଦୁଶଙ୍କା ।

ପ୍ରକାଶ ଥାଉ କି ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ କ୍ରିକେଟ ବିଶ୍ବକପ । ଆଜିଠୁ (ଶୁ୍କ୍ରବାର) ଅକ୍ଟୋବର 3 ତାରିଖ ଯାଏ ୱାର୍ମଅପ୍‌ ମ୍ୟାଚ ଖେଳାଯିବ । ଆଜି 3ଟି ଅଭ୍ୟାସ ମ୍ୟାଚ୍‌ ରହିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଓ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୱାର୍ମଅପ୍‌ ମ୍ୟାଚ୍‌ ରହିିଛି । ବିଶ୍ବକପ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ନଭେମ୍ବର 19 ତାରିଖ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଘରୋଇ ମାଟିରେ ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.