ETV Bharat / sports

ପ୍ରଥମ ଟି-20: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

author img

By

Published : Mar 12, 2021, 6:44 PM IST

Updated : Mar 12, 2021, 7:10 PM IST

ପ୍ରଥମ ଟି-20: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି
ପ୍ରଥମ ଟି-20: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

18:41 March 12

ଗାନ୍ଧୀନଗର: ପ୍ରଥମ ଟି-20 ମୁକାବିଲାରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ମୋଟେରା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ।  ଦୁଇ ଦଳ ମଧ୍ୟରେ 5 ଟିକିଆ ଟି-20 ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ଟିକିଆ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ଭାରତ 3-1ରେ ବିଜୟୀ ହୋଇଥିଲା।  

ଇଂଲଣ୍ଡ ଚୂଡ଼ାନ୍ତ ଦଳ

ଜେଶନ ରଏ, ଜୋଶ ବଟଲର, ଡେବିଡ ମଲାନ, ଜନି ବେୟାରଷ୍ଟୋ, ଇଆନ ମୋର୍ଗାନ (ଅଧିନାୟକ), ବେନ ଷ୍ଟୋକ୍ସ, ସାମ କରେନ, ଜୋଫ୍ରା ଆର୍ଚର, କ୍ରିସ ଜୋର୍ଡାନ, ଆଦିଲ ରାସିଦ ଓ ମାର୍କ ବୁଡ।

ଭାରତତ ଚୂଡ଼ାନ୍ତ ଦଳ

ଲୋକେଶ ରାହୁଲ, ଶିଖର ଧବନ, ବିରାଟ କୋହଲି (ଅଧିନାୟକ), ଶେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଶାର୍ଦ୍ଦୁଲ ଠାକୁର ଓ ୟୁଜିବେନ୍ଦ୍ର ଚହଲ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2021, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.