ETV Bharat / sports

CWG 2022: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ

author img

By

Published : Jul 29, 2022, 3:49 PM IST

କମନୱେଲଥ ଗେମ୍ସ 2022ରେ ଆଜି ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଟିମ ଇଣ୍ଡିଆ ଅଧିନାୟିକା ହରମନପ୍ରିତ କୌର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

CWG 2022 : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ହରମନପ୍ରିତ କୌର

ହାଇଦ୍ରାବାଦ: ବର୍ମିଂହାମରେ ଆରମ୍ଭ ହୋଇଯାଇଛି କମନୱେଲଥ ଗେମ୍ସ ୨୦୨୨ । ଭାରତୀୟ ମହିଳା କ୍ରିକେଟ ଟିମ କମନୱେଲଥ ଗେମ୍ସରେ ଅଭିଯାନ ଆରମ୍ଭ କରିଛି । ଆଜି ଭାରତୀୟ ମହିଳା କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି । ଟସ ଜିତି ଟିମ ଇଣ୍ଡିଆ ଅଧିନାୟିକା ହରମନପ୍ରିତ କୌର ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶ୍ବ ଚାମ୍ପିଅନ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତୀୟ ଟିମ ।

ଚୂଡାନ୍ତ ଏକାଦଶ

ଭାରତ: ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ୟାସ୍ତିକା ଭାଟିଆ(ୱିକେଟ କିପର), ଜେମିମ୍ମା ରୋଡ୍ରିଗ୍ୟୁସ, ହରମନପ୍ରୀତ କୌର(କ୍ୟାପଟେନ), ହର୍ଲିନ ଦେଓଲ, ଦିପ୍ତୀ ଶର୍ମା, ରାଧା ଯାଦବ, ଆର ଗାଏକ୍ବାଡ, ମେଘନା ସିଂ, ରେଣୁକା ସିଂ ।

ଅଷ୍ଟ୍ରେଲିଆ: ମେଗ ଲେନିଙ୍ଗ(ଅଧିନାୟକ), ଅଲ୍ୟାସା ହୈଲି, ବେଥ ମୁନି, ତାଲିଆ ମ୍ୟାକଗ୍ରେଥ, ରାକେଲ ହୈନେସ, ଅଶଲୈଘ ଗାର୍ଡନର, ଗ୍ରାସି ହାରିସ, ଜେସ ଜୋନସେନ, ଏଲନା କିଙ୍ଗ, ମେଘ୍ନା ସ୍କଟ, ଡାରକି ବ୍ରାଉନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.