ETV Bharat / sports

ବିଶ୍ବକପରେ ଯୁବରାଜଙ୍କ ସ୍ଥାନ ପୁରଣ କରିବେ ପାଣ୍ଡ୍ୟା ! - ସ୍ଥାନ

ବିଶ୍ବକପରେ ଯୁବରାଜଙ୍କ ଅନୁପସ୍ଥିତି ଦୂର କରିପାରନ୍ତି ଷ୍ଟାଇଲିସ ହାର୍ଦ୍ଦିକ ପାଣ୍ଡ୍ୟା ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 6, 2019, 7:25 PM IST

ମୁମ୍ବାଇ : କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 24 ଦିନ । ଇଂଲଣ୍ଡରେ ହେବ କ୍ରିକେଟ ମହାସମର । ଖେଳାଳୀ ବି ପ୍ରସ୍ତୁତ । ମଇଦାନ ବି ପ୍ରସ୍ତୁତ । ଅପେକ୍ଷା ଖାଲି ମେ 30 କୁ ।

ଆଇସିସି ଦିନିକିଆ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ଦଳରେ ଅଛନ୍ତି ବିରାଟ, ଧୋନୀ, ରୋହିତ, ଧାୱନ, ପାଣ୍ଡ୍ୟାଙ୍କ ଭଳି ଖେଳାଳୀ । କିନ୍ତୁ ଦଳରେ ନାହାଁନ୍ତି 2011 ବିଶ୍ବକପର ହିରୋ, ମ୍ୟାନ ଅଫ ଦି ସିରିଜ ଯୁବରାଜ ସିଂ ।

ତେବେ ବିଶ୍ବକପରେ ଯୁବରାଜଙ୍କ ଅନୁପସ୍ଥିତି ଦୂର କରିପାରନ୍ତି ଷ୍ଟାଇଲିସ ହାର୍ଦ୍ଦିକ ପାଣ୍ଡ୍ୟା । ଆଜ୍ଞା ହଁ ନିଜେ ଯୁବରାଜ ବିଶ୍ବକପରେ ପାଣ୍ଡ୍ୟା ଜବରଦସ୍ତ ଖେଳିବା ନେଇ ପୂର୍ବାନୁମାନ କରିଛନ୍ତି । ଅଭିଜ୍ଞ ବୋଲରଙ୍କ ବଲକୁ ଚୌକା ଛକା ମାରିବାର କ୍ଷମତା ପାଣ୍ଡ୍ୟାଙ୍କର ରହିଛି ।

34 ବଲରୁ 91 ରନର ପାଳି ବିଶେଷ ଭାବେ ଜଣେ ଭଲ ବ୍ୟାଟ୍ସମ୍ୟାନ ହିଁ ଖେଳିପାରିବ । ଯୁବରାଜ କହିଛନ୍ତି ଯେ ପାଣ୍ଡ୍ୟାଙ୍କର ଏକାକି ମ୍ୟାଚ ଜିତାଇବାର ଦକ୍ଷତା ରହିଛି । ସେ ପାଣ୍ଡ୍ୟାଙ୍କୁ ଭେଟି ବିଶ୍ବକପରେ ଦମଦାର ପ୍ରଦର୍ଶନ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

fd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.