ETV Bharat / sports

ବିଶ୍ବକପ: ଭାଷ୍ୟକାର ରୂପରେ କିମ୍ବଦନ୍ତୀ କ୍ରିକେଟର ସଚିନ - କମେଟ୍ରି

କ୍ରିକେଟ ବିଶ୍ବକପର ପ୍ରଥମ ମ୍ୟାଚରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ନଜର ଆସିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 30, 2019, 2:47 PM IST

Updated : May 30, 2019, 3:03 PM IST

ମୁମ୍ବାଇ: ବିଶ୍ବକପର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଏଥିରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ତେବେ ଏହି ମ୍ୟାଚରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ନଜର ଆସିବେ ।

ମାଷ୍ଟର ବ୍ଳାଷ୍ଟର ସଚିନଙ୍କ ନାଁ ରେ ସର୍ବାଧିକ ବିଶ୍ବକପ ଖେଳିବାର ରେକର୍ଡ ରହିଛି । ଚଳିତ ବିଶ୍ବକପରେ ପ୍ରଥମ ଥର ପାଇଁ କ୍ରିକେଟ ଭାଷ୍ୟକାର ଭାବେ ସଚିନ ଦାୟିତ୍ବ ତୁଲାଇବେ ।

ସଚିନ ଆଇସିସି କ୍ରିକେଟ ବିଶ୍ବକପରେ ଅନେକ ରେକର୍ଡ କରିଛନ୍ତି । ମୋଟ ଛଟି ବିଶ୍ବକପ ଖେଳି 2,278ରନ କରିଛନ୍ତି । 2003 ବିଶ୍ବକପରେ 11ମ୍ୟାଚରୁ ସର୍ବାଧିକ 673 ରନ କରି ରେକର୍ଡ କରିଥିଲେ ସଚିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fsds

Conclusion:
Last Updated : May 30, 2019, 3:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.