ETV Bharat / sports

କାହାଣୀର ନାଁ ବିଶ୍ବକପ, ପଡିଆର ନାଁ ଲଡର୍ସ - bowler

ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ବର କୁମାରଙ୍କ ପାଇଁ ଐତିହାସିକ ଲର୍ଡ୍ସ ମଇଦାନ ହେଉଛି ଲକି ଗ୍ରାଉଣ୍ଡ । ଭାରତ ବିଶ୍ବକପ ଜିତିବା ନେଇ ବିଶ୍ବାସ ଦେଖାଇଛନ୍ତି ଭୁବି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 3, 2019, 3:46 PM IST

ଲଣ୍ଡନ: ଭାରତ ବିଶ୍ବକପ ଜିତିବା ନେଇ ବିଶ୍ବାସ ଦେଖାଇଛନ୍ତି ଭୁବି । ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ବର କୁମାରଙ୍କ ପାଇଁ ଐତିହାସିକ ଲର୍ଡ୍ସ ମଇଦାନ ହେଉଛି ଲକି ଗ୍ରାଉଣ୍ଡ । ଜୁଲାଇ 14ରେ ଆଇସିସି କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ ଲର୍ଡ୍ସରେ ଖେଳାଯିବ ।

ତେବେ ଜୁଲାଇ 14ରେ ଲର୍ଡ୍ସର ରଙ୍ଗ ନୀଳ ହେଇଯିବ । ଭାରତ ବିଶ୍ବକପ ଫାଇନାଲ ଖେଳିବ । ଏମିତି ବିଶ୍ବାସ ଦେଖାଇଛନ୍ତି ଭୁବନେଶ୍ବର । 2014ରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ 82 ରନ ଦେଇ 6ଟି ୱିକେଟ ନେଇଥିଲେ ଭୁବି । ଏଥିସହିତ ଗୁରୁତ୍ତ୍ବପୂର୍ଣ୍ଣ ଅର୍ଧଶତକୀୟ ପାଳି ମଧ୍ୟ ଖେଳିଥିଲେ । ଫଳରେ ଟିମ ଇଣ୍ଡିଆ ସେହି ମ୍ୟାଚରେ ବିଜୟୀ ହୋଇଥିଲା ।

ଗତ କିଛି ବର୍ଷ ହେଲା ଟିମ ଇଣ୍ଡିଆର ବୋଲିଂ ୟୁନିଟ ଶକ୍ତିଶାଳୀ ରହିଛି । ଦମଦାର ପ୍ରଦର୍ଶନ କରି ପ୍ରତିପକ୍ଷକୁ ଧରାଶାୟୀ କରୁଛନ୍ତି । ନିକଟରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଟେଷ୍ଟ ସିରିଜ ଜିତିଛି ଟିମ ଇଣ୍ଡିଆ । ଜୁନ 5ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

Intro:Body:

dfdddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.