ETV Bharat / sports

କୋହଲି ମଣିଷ ନୁହଁନ୍ତି, ସେ ଏକ ମେସିନ: ଲାରା - man

ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା। ବିରାଟ ମଣିଷ ନୁହଁନ୍ତି ବରଂ ମେସିନ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 24, 2019, 5:46 PM IST

Updated : May 25, 2019, 8:35 AM IST

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବ୍ରାଏନ ଲାରା । ବିରାଟ ମଣିଷ ନୁହଁନ୍ତି ବରଂ ମେସିନ । ଏମିତି କହିଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା । ବର୍ତ୍ତମାନ କ୍ରିକେଟ ସମୟର ସବୁଠୁ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ବିରାଟ । ଆଇସିସି ଦିନିକିଆ ମାନ୍ୟତାର 1ନମ୍ବର ବ୍ୟାଟ୍ସମ୍ୟାନ ।

ବିରାଟ ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ନେବେ। ଇଂଲଣ୍ଡର ପିଚ ବ୍ୟାଟିଂ ପାଇଁ ବେଶ ଅନୁକୁଳ। ତେଣୁ ଭାରତ ବିଶ୍ବକପ ଜିତିବାର ଅଧିକ ସୁଯୋଗ ରହିଛି। ବିରାଟ 41ଟି ଶତକ ହାସଲ କରିସାରିଛନ୍ତି। ଦିନିକିଆରେ ବିରାଟ 11000 ରନ ପୂରାକରିପାରନ୍ତି।

ବିରାଟଙ୍କଠାରୁ ଯୁବ କ୍ରିକେଟର ବହୁତ କିଛି ଶିଖିପାରିବେ । ଯେବେବି ବ୍ୟାଟିଂ ପାଇଁ ସେ ପଡିଆକୁ ଓହ୍ଲାନ୍ତି ନିଶ୍ଚିନ୍ତ କିଛି ନା କିଛି ସ୍କୋର କରନ୍ତି । ସଚିନଙ୍କ ସହ ବିରାଟଙ୍କ ତୁଳନା କରିବାକୁ ଲାରା ଠିକ ମଣି ନାହାଁନ୍ତି । ଭାରତର ବୋଲିଂ ବିଭାଗ ଆହୁରି ଶକ୍ତଶାଳୀ ହୋଇଛି । ତେଣୁ ବିରାଟଙ୍କୁ ବିଶ୍ବକପ ଜିତିବାର ସୁଯୋଗକୁ ବଢାଇଦେଇଛି ବୋଲି ୱେଷ୍ଟଇଣ୍ଡିଜର ଏହି ମହାନ ଖେଳାଳି କହିଛନ୍ତି।

Intro:Body:

fghf

Conclusion:
Last Updated : May 25, 2019, 8:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.