ETV Bharat / sports

ମାନିଲେ ମୋର୍ଗାନ, କହିଲେ ଏମିତି ବିଜୟରେ ଖୁସି ନଥାଏ - ଫାଇନାଲ ମୁକାବିଲାରେ କୌଣିସି ବି ଦଳ ପରାଜିତ ହୋଇନଥିଲେ

ଫାଇନାଲ ମୁକାବିଲାରେ କୌଣସି ବି ଦଳ ପରାଜିତ ହୋଇନଥିଲେ । ନ୍ୟୁଜିଲାଣ୍ଡ ମଧ୍ୟ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମ୍ୟାଚ ବରାବରରେ ସମାପ୍ତ ହୋଇଥିଲା । ଏପରି ଭାବେ ବିଶ୍ବକପ ଚମ୍ପିଆନ ହେବା ଅଧିକ ଖୁସି ଦେଇନାହିଁ, କହିଛନ୍ତି ଇଂଲଣ୍ଡ କ୍ୟାପଟେନ ମୋର୍ଗାନ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 20, 2019, 3:02 PM IST

ହାଇଦ୍ରାବାଦ: ସଦ୍ୟ ସମାପ୍ତ ବିଶ୍ବକପରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ଇଂଲଣ୍ଡ । କ୍ୟାପଟେନ ମୋର୍ଗାନ ଇଂଲଣ୍ଡକୁ ବିଶ୍ବକପ ବିଜେତା ସୌଭଗ୍ୟ ପ୍ରଦାନ କରିବାର ଏକ ମାତ୍ର ଇଂଲିସ କ୍ୟାପଟେନ ହୋଇଛନ୍ତି । କ୍ରିକେଟର ଜନ୍ମଦାତା ଇଂଲଣ୍ଡ କ୍ରିକେଟର ଘର କୁହାଯାଉଥିବା ଲର୍ଡ୍ସରେ ଇତିହାସ ରଚିଛି । ଫଳରେ ଇଂଲିସ ଦଳର 1975ରୁ 2019 ଯାଏଁ ବିଶ୍ବକପ ଜିତିବାର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ଏପରି ଭାବେ ବିଶ୍ବକପ ଚମ୍ପିଆନ ହେବା ଅଧିକ ଖୁସି ଦେଇନାହିଁ, କହିଛନ୍ତି ଇଂଲଣ୍ଡ କ୍ୟାପଟେନ ମୋର୍ଗାନ ।

ତେବେ ଫାଇନାଲ ମୁକାବିଲାରେ କୌଣସି ବି ଦଳ ପରାଜିତ ହୋଇନଥିଲେ । ନ୍ୟୁଜିଲାଣ୍ଡ ମଧ୍ୟ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମ୍ୟାଚ ବରାବରରେ ସମାପ୍ତ ହୋଇଥିଲା ।

ପ୍ରଥମେ 50 ଓଭରରେ ମ୍ୟାଚର ଫଳାଫଳ ସ୍ପଷ୍ଟ ହୋଇନଥିଲା । ମ୍ୟାଚ ଟାଇ ହୋଇଥିଲା । ପରେ ସୁପର ଓଭର ଖେଳାଯାଇଥିଲା । ତେବେ ସୁପର ଓଭରରେ ମଧ୍ୟ ଉଭୟ ଦଳଙ୍କ ସ୍କୋର ସମାନ ରହିଥିଲା । କେବେ ବିଶ୍ବକପ ଜିତିନଥିବା 2ଦଳ ଯେମିତି ପରାଜିତ ହେବାକୁ ଚାହୁଁନଥିଲେ ଲାଗୁଥିଲା । ବିଶ୍ବକପ ଟ୍ରଫି ଠାରୁ ଦୂରେଇବାକୁ ପ୍ରସ୍ତୁତ ନଥିଲେ ପ୍ରତୀତ ହେଉଥିଲା । ତେବେ ଶେଷରେ ଆଇିସିସିର ନିୟମ ଅନୁଯାୟୀ ଅଧିକ ଚୌକା ମାରିଥିବାରୁ ଇଂଲଣ୍ଡକୁ ଚମ୍ପିଆନ ଘୋଷଣା କରାଯାଇଥିଲା ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.