ETV Bharat / sports

ଇଣ୍ଡିଆ-ଇଣ୍ଡିଜ ମୁହାଁମୁହିଁ, କ’ଣ କହୁଛନ୍ତି କ୍ରିକେଟ ପ୍ରେମୀ ? - kohli

ଚଳିତ ବିଶ୍ବକପରେ ଆଜି ହେବ ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ମୁକାବିଲା । ଇଣ୍ଡିଆ ଟସ ଜିତିଯାଇଥିଲା ବେଳେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ କିଏ ମାରିବ ବାଜି ସେନେଇ କ’ଣ କହୁଛନ୍ତି କ୍ରିକେଟ ପ୍ରେମୀ ? ଶୁଣନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Jun 27, 2019, 3:52 PM IST

Updated : Jun 27, 2019, 8:33 PM IST

କଟକ: ଚାଲିଛି ଇଣ୍ଡିଆ ଓ ଇଣ୍ଡିଜ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ । ମୁହାଁମୁହିଁ ହେବେ ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ । ତେବେ କିପରି ରହିବ ଟିମ ଇଣ୍ଡିଆର ପ୍ରଦର୍ଶନ ? ଟସ କେତେ ନିର୍ଣ୍ଣାୟକ ହେବ ? ଏ ନେଇ କଣ ଆଶା ରଖିଛନ୍ତି କ୍ରିକେଟ ପ୍ରେମା ? ଏ ସମ୍ପର୍କରେ ଜାଣିବାକୁ ଆମ ପ୍ରତିନିଧି ଭେଟିଛନ୍ତି କିଛି ଯୁବପୀଢିଙ୍କୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏହି ମ୍ୟାଚରେ ବ୍ୟାଟିଂ କ୍ଷେତ୍ରରେ କୋହଲି ଓ ରୋହିତ ଏକ୍ସ ଫ୍ୟାକ୍ଟର ଭାବେ କାମ କରିବେ । ଏପଟେ ବୋଲିଂ ଦିଗରେ କୁଲଚା ଯୋଡି ଓ ବୁମରା ସାଜିବେ ଟ୍ରମ୍ପକାର୍ଡ଼ । ଅନ୍ୟପଟେ ଇଣ୍ଡିଜ ଟିମକୁ ବେଶ ଗରୁତର ସହ ଖେଳିବ ମେନ ଇନ ବ୍ଲୁ । କାରଣ ଗତ ମ୍ୟାଚରେ ହୋଲଡ଼ର ବାହିନୀ ବେଶ ଭଲ ପ୍ରଦର୍ଶନ କରିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଚଳିତବିଶ୍ୱକପ ର ଆଜି ଖେଳାଯିବ ଏକ ହାଇଭୋଲ୍ଟେଜ ମ୍ୟାଚ । ଯେଉଁଥିରେ ଟିମ ଇଣ୍ଡିଆ ଓ ୱେଷ୍ଟେଇଣ୍ଡିଜ ମୁହାଁମୁହିଁ ହେବେ । ତେବେ କିପରି ରହିବ ଟିମ ଇଣ୍ଡିଆ ର ପ୍ରଦର୍ଶନ । ଓ ଟସ କେତେ ନିର୍ଣ୍ଣାୟକ ହେବ ସେନେଇ କଲେଜ ପିଲାଙ୍କ ସହ ସିଧାସଳଖ ଆଲୋଚନା ।

Body:ଏହି ମ୍ୟାଚ ରେ ବ୍ୟାଟିଂ କ୍ଷେତ୍ରରେ କୋହଲି ଓ ରୋହିତ ହେବେ ଏକ୍ସ ଫ୍ୟାକ୍ଟର । ଓ ବୋଲିଂ ଦିଗରେ କୁଲଚା ଯୋଡି ଓ ବୁମ ବୁମ ବୁମରା ସାଯିବେ ଟ୍ରମ୍ପକାର୍ଡ଼ .। ତେବେ ଅନ୍ୟପଟେ ଇଣ୍ଡିଜ ଟିମ କୁ ବେଶ ଗରୁତ୍ବ ର ସହ ଖେଳିବ ମେନ ଇନ ବ୍ଲୁ । କାରଣ ଗତ ମ୍ୟାଚ ରେ ହୋଲଡ଼ର ବାହିନୀ ବେଶ ପ୍ରଭବୀ ପ୍ରଦର୍ଶନ କରିଥିଲେ ।

Conclusion:no need
Last Updated : Jun 27, 2019, 8:33 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.