ETV Bharat / sports

ବିଶ୍ବକପ୍‌: ଉଦଘାଟନୀ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ଜାରି - cricket

ଆରମ୍ଭ ହେଲା ବିଶ୍ବକପ୍‌ର ପ୍ରଥମ ମ୍ୟାଚ । ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ । ଟସ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି । ଇଂଲଣ୍ଡର ବ୍ୟାଟିଂ ଜାରି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @cricketworldcup
author img

By

Published : May 30, 2019, 5:25 PM IST

ଲଣ୍ଡନ: ଆରମ୍ଭ ହୋଇଯାଇଛି ବହୁପ୍ରତିକ୍ଷିତ କ୍ରିକେଟ ବିଶ୍ବକପ । ଆଜି(ଗୁରୁବାର) ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ସହ ମୁହାଁମୁହିଁ ହେଉଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ‘ଦ ଓଭାଲ’ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ । ଟସ ଜିତି ଇଂଲଣ୍ଡ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଦକ୍ଷିଣ ଆଫ୍ରିକା । ତେବେ ମ୍ୟାଚ ଆରମ୍ଭରୁ ହିଁ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଓପନର ଜନି ବେରଷ୍ଟୋ ମାତ୍ର 1 ରନ କରି ଇମରାନ ତାହିରଙ୍କ ଶିକାର ହୋଇଥିଲେ ।

ICC, World Cup, England vs South Africa, Eoin Morgan, Ben Stokes, forward, cricket, ବିଶ୍ବକପ୍‌
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @cricketworldcup

ବେରଷ୍ଟୋଙ୍କ ଆଉଟ ହେବା ପରେ ପାରି ସମ୍ଭାଳିଥିଲେ ଜଏ ରୁଟ ଓ ଜେସନ ରଏ । କିନ୍ତୁ 18 ଓଭରରେ ରଏ ମଧ୍ୟ 53 ବଲରୁ 54ରନ କରି ଫଭିଲିୟନ ଫେରିଥିଲେ ତାଙ୍କ ପରେ ରୁଟ ମଧ୍ୟ 19 ଓଭରରେ ରାବଡାଙ୍କୁ ନିଜ ୱିକେଟ ଦେଇ ବସିଲେ । ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଓନ ମର୍ଗାନ ଓ ବେନ ଷ୍ଟ୍ରୋକ୍ସ କ୍ରିଚରେ ରହି ଇଂଲଣ୍ଡର ପାରି ସମ୍ଭାଳିଛନ୍ତି ।

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.