ETV Bharat / sports

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ କିଏ ରହିବେ ଅମ୍ପାୟାର ଜାଣନ୍ତୁ - semifinal

ଆଇସିସି ପକ୍ଷରୁ ଗୁରୁତ୍ତ୍ବପୂର୍ଣ୍ଣ  2ଟି ସେମିଫାଇନାଲ ମ୍ୟାଚ ପାଇଁ ଅମ୍ପାୟାର ନିଯୁକ୍ତ କରାଯାଇଛି । ଇଂଲଣ୍ଡର ରିଚାର୍ଡ ଲିଙ୍ଗୱର୍ଥ ଓ ରିଚାର୍ଡ କ୍ୟାଟଲବୋରୋଫ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁଥିବା ପ୍ରଥମ ମେମିଫାଇନାଲ ମ୍ୟାଚରେ ଅମ୍ପାୟାର ରହିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 7, 2019, 5:42 PM IST

ଲଣ୍ଡନ: ଆଇସିସି ପକ୍ଷରୁ ଗୁରୁତ୍ତ୍ବପୂର୍ଣ୍ଣ 2ଟି ସେମିଫାଇନାଲ ମ୍ୟାଚ ପାଇଁ ଅମ୍ପାୟାର ନିଯୁକ୍ତ କରାଯାଇଛି । କ୍ରିକେଟ ବିଶ୍ବକପର 2ଟି ସେମିଫାଇନାଲ ଓ ଫାଇନାଲ ମୁକାବଲା ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ ମ୍ୟାଚ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ ।

ଏହି ମ୍ୟାଚରେ ଇଂଲଣ୍ଡର ରିଚାର୍ଡ ଲିଙ୍ଗୱର୍ଥ ଓ ରିଚାର୍ଡ କ୍ୟାଟଲବୋରୋଫ ଅମ୍ପାୟାର ରହିବେ । ଅଷ୍ଟ୍ରେଲିଆର ରଡ୍ ଟକର 3ୟ ଅମ୍ପାୟାର ଦାୟିତ୍ବ ତୁଲାଇବେ । ଇଂଲଣ୍ଡର ନାଇଜର ଲଙ୍ଗ୍‌ 4ର୍ଥ ଅଫିସିଆଲ ଅମ୍ପାୟାର ଦାୟିତ୍ବରେ ରହିବେ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି । ଅଷ୍ଟ୍ରେଲିଆର ଡେଭିଡ ବୁନଙ୍କୁ ମ୍ୟାଚ ରେଫରି ନିଯୁକ୍ତ କରାଯାଇଛି ।

2ୟ ସେମିଫାଇନାଲ ଗୁରୁବାର ଡିଫେଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଶୀଲଙ୍କାର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରିସ ଇରାସମସଙ୍କୁ ଅମ୍ପାୟାର ନିଯୁକ୍ତ କରାଯାଇଛି । 3ୟ ଅମ୍ପାୟର ଭାବେ ନ୍ୟୁଜିଲାଣ୍ଡର କ୍ରିସ ଗାଫନି ଓ ପାକିସ୍ତାନର ଅଲିମ ଦାରଙ୍କୁ 4ର୍ଥ ଅମ୍ପାୟରର ନିଯୁକ୍ତ କରାଯାଇଛି । ଶ୍ରୀଲଙ୍କାର ରଞ୍ଜନ ମାଦୁଗାଲାଙ୍କୁ ମ୍ୟାଚ ରେଫରି ଦାୟିତ୍ବ ନ୍ୟସ୍ତ କରାଯାଇଛି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.