ETV Bharat / sports

4 ନଂରେ ବ୍ୟାଟିଂ ଟେନସନ, ଏମିତି କହିଲେ ରାହୁଲ

4 ନଂ ସ୍ଥାନରେ କିଏ ବ୍ୟାଟିଂ କରିବ ? ଏ ନେଇ ଜାରି ରହିଛି ସପପେନ୍ସ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 18, 2019, 12:58 AM IST

ନୂଆଦିଲ୍ଲୀ: ବିଶ୍ବକପ ପାଇଁ ଭାରତୀୟ ଦଳ ପ୍ରସ୍ତୁତ । ମେ 22ରେ ଇଂଲଣ୍ଡ ଯାତ୍ରା କରିବ ଟିମ ଇଣ୍ଡିଆ । ପ୍ରଥମେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ଭାରତ । ପରେ ଜୁନ 5ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ ବିଶ୍ବକପ ଅଭିଯାନ ।

ତେବେ ଦଳରେ ବୋଲିଂ ବିଭାଗରେ କୌଣସି ଅସୁବିଧା ନାହିଁ । ବ୍ୟାଟିଂ ବିଭାଗରେ ମଧ୍ୟ ବିଶେଷ ଅସୁବିଧା ନାହିଁ । କିନ୍ତୁ ଏଯାଏଁ 4 ନଂ ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ଟେନସନ ଦୂର ହୋଇନି । ସେପଟେ ବିଜୟ ଶଙ୍କର, ରାହୁଲ ନା ଧୋନୀ କିଏ ଖେଳିବେ ତାଙ୍କୁ ନେଇ ସପପେନ୍ସ ଜାରି ରହିଛି ।

ତେବେ ଏ ନେଇ ମତ ରଖିଛନ୍ତି କେ ଏଲ ରାହୁଲ । ଦଳ ଯାହା ନିଷ୍ପତ୍ତି ନେବ ସେ ସେଥିରେ ଖୁସି । ଏହି ବିଷୟରେ ଅଧିକ ଚର୍ଚ୍ଚାର ଆବଶ୍ୟକ ନାହିଁ । ତାଙ୍କୁ ଦଳରେ ଯେଉଁ ଦାୟିତ୍ବ ମିଳିବ ସେହି ଅନୁଯାୟୀ ସେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଆଇପିଏଲରେ ଜବରଦସ୍ତ ଫର୍ମରେ ବ୍ୟାଟି କରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ । ପୂର୍ବରୁ କୋଚ ରବି ଶାସ୍ତ୍ରୀ ମ୍ୟାଚର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହି ସାରିଛନ୍ତି ।

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.