ETV Bharat / sports

ବିଶ୍ବକପ: ଧିମା ଇନିଂସ ଖେଳିଲେ ଧୋନି, ମଜା ଉଡାଇଲେ ଫ୍ୟାନ୍ସ - ବିଶ୍ବକପ୍‌

ଚଳିତ ବିଶ୍ବକପରେ ଏର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନିଥିବା ଭାରତ ଶନିବାର ଝୁଣ୍ଟିଛି । 224 ରନରେ ଅଟକିଛି ଭାରତୀୟ ଟିମ । ସେପଟେ ଖରାପ ପ୍ରଦର୍ଶନ ପାଇଁ ଟ୍ରୋଲର ଶିକାର ହେଲେ ଧୋନି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BCCI
author img

By

Published : Jun 22, 2019, 10:00 PM IST

ସାଉଥହମ୍ପଟନ: ଚଳିତ ବିଶ୍ବକପରେ ଟିମ ଇଣ୍ଡିଆ ତାର ସମସ୍ତ ମ୍ୟାଚରେ ପ୍ରତିଦ୍ବନ୍ଦ୍ବୀଙ୍କ ଉପରେ ଭାରି ପଡିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଝୁଣ୍ଟିଛି ବିରାଟ ବ୍ରିଗେଡ ।

dhoni, trolled, slow knock, afganistan, ଧୋନି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର @DineshY1999

ମାତ୍ର 224 ରନ କରିବାକୁ ସକ୍ଷମ ହୋଇଥିଲା ଭାରତୀୟ ଦଳ । ଏଥିରୁ ସ୍ପଷ୍ଟ ହୋଇଛି ଯେ କୌଣସି ଟିମକୁ ଦୁର୍ବଳ ଭାବିବା ଉଚିତ ନୁହେଁ । କୋହଲି ଓ କେଦାର ଯାଦବଙ୍କୁ ଛାଡି ଆଉ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ସ୍ପିନରଙ୍କ ଆଗରେ ତିଷ୍ଠି ପାରିଲେ ନାହିଁ । ତେବେ ଆଜିର ମ୍ୟାଚରେ ଧିମା ଇନିଂସ ଖେଳିଛନ୍ତି ଧୋନି । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@Sachin_anshu06

ଜଣେ ୟୁଜର ଚେତେଶ୍ବର ପୁଜାରାଙ୍କ ଫଟୋ ଦେଇ ଲେଖିଛନ୍ତି ଯଦି ଧୋନି ଏପରି ଖେଳୁଛନ୍ତି ତେବେ ପୁଜାରାଙ୍କ ଠାରେ କଣ ଖରାପ ଥିଲା । ଅନ୍ୟ ଜଣେ ୟୁଜର ମଧ୍ୟ ଲଗାଇଛନ୍ତି ଧୋନିଙ୍କ କ୍ଲାସ । ସେପଟେ ଆଉ ଜଣେ ୟୁଜର ଡେଥ ଓଭରରେ ଭାରତର ଖରାପ ପ୍ରଦର୍ଶନ ପାଇଁ ଟିମକୁ ଖୁବ ସମାଲୋଚନା କରିଛନ୍ତି ।

ବହୁତ ସମୟ ଧରି ଭାରତ ଏପରି କମ ସ୍କୋର କରିନଥିଲା । ଯଦି ବିଶ୍ୱକପ କଥା କହିବା 1983ରେ ଟିମ ଇଣ୍ଡିଆ ସବୁଠାରୁ କମ ସ୍କୋର କରିଥିଲା । ସେତେବେଳେ 54.4 ଓଭରରେ 183 ରନ କରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.